thumbnail

By

Published : Jun 8, 2021, 1:08 PM IST

ETV Bharat / Videos

କେନ୍ଦ୍ରାପଡାରେ କେନ୍ଦ୍ରୀୟ ଟିମ, କ୍ଷୟକ୍ଷତିର କଲେ ଆକଳନ

କେନ୍ଦ୍ରାପଡା:ବାତ୍ୟା ୟସର କ୍ଷୟକ୍ଷତି ଆକଳନ ନେଇ କେନ୍ଦ୍ରାପଡା ଜିଲ୍ଲାରେ ପହଞ୍ଚିଛି 3 ଜଣିଆ କେନ୍ଦ୍ରୀୟ ଟିମ । ଆଜି(ମଙ୍ଗଳବାର) ଏହି ଟିମ ରାଜକନିକା ବ୍ଲକର ଭାରିଗଦା ଠାରେ ପହଞ୍ଚି ଉଦ୍ୟାନ କୃଷି ବିଭାଗ ପକ୍ଷରୁ ହୋଇଥିବା କ୍ଷୟକ୍ଷତି ବୁଲି ଦେଖିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ପ୍ରତିନିଧି ରାଧାକାନ୍ତ ମହାନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.