ହୋଲିରେ ଘରେ ବନାନ୍ତୁ କାଜୁ କତଲୀ - କାଜୁ କତଲୀର ପ୍ରସ୍ତୁତି ପ୍ରଣାଳୀ

🎬 Watch Now: Feature Video

thumbnail

By

Published : Mar 18, 2022, 12:24 PM IST

ହାଇଦ୍ରାବାଦ: ଆଜି ରଙ୍ଗ, ଭାଇଚାରା ଓ ସଦଭାବନାର ପର୍ବ ହୋଲି। ପରସ୍ପର ମଧ୍ୟରେ ଖୁସି ବାଣ୍ଟିବାର ପର୍ବ ଏହି ରଙ୍ଗର ପର୍ବ । ରାଗ ଦ୍ୱେଷ ଭୁଲି ପରସ୍ପରକୁ ରଙ୍ଗ, ଅବିର ବୋଳି ଶୁଭେଚ୍ଛା ଜଣାଉଛନ୍ତି ସମସ୍ତେ । ତେବେ ଏଥର ହୋଲିରେ(Holi) ଆପଣଙ୍କ ଘରକୁ ଆସୁଥିବା ଅତିଥିଙ୍କୁ ଟିକେ ଭିନ୍ନ ଧରଣରେ ସ୍ବାଗତ କରି ହୋଲି ଖେଳିବାକୁ ଚାହୁଁଛନ୍ତି କି ? ତେବେ ଘରେ ବନାନ୍ତୁ କାଜୁ କତଲୀ (Kaju Katli)। ଆଉ ଡେରି ନକରି ଆସନ୍ତୁ ଜାଣିବା କାଜୁ କତଲୀର ପ୍ରସ୍ତୁତ ପ୍ରଣାଳୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.