thumbnail

CM JAIRAM THAKUR EXCLUSIVE: କହିଲେ କୃଷି ଆଇନ ପ୍ରତ୍ୟାହାର ପରେ ବଦଳିଛି ସ୍ଥିତି, ବିଜେପିକୁ ମିଳିବ ଭୋଟ

By

Published : Feb 12, 2022, 9:08 PM IST

Updated : Feb 3, 2023, 8:11 PM IST

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନରେ ଦଳ ପାଇଁ ପ୍ରଚାର କରୁଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । Etv Bharatକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ କହିଲେ ପଞ୍ଜାବରେ ଦଳୀୟ କର୍ମୀ ଉତ୍ସାହିତ । କ୍ଷମତାକୁ ଆସିଲେ ରାଜ୍ୟର ଆର୍ଥିକ ସଙ୍କଟ ସୁଧାରିବା ହେବ ବିଜେପି ସରକାରର ପ୍ରଥମ ପ୍ରାଥମିକତା । କୃଷିି ଆଇନ ପ୍ରତ୍ୟାହାର କରି କୃଷକଙ୍କ ଭାବନାକୁ ସମ୍ମାନ ଦେଇ ଅଧିକ ଲୋକପ୍ରିୟ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସ୍ଥିତି ବଦଳିଛି, ପଞ୍ଜାବର କୃଷକ ବିଜେପିକୁ ଭୋଟ ଦେବେ ।
Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.