thumbnail

By

Published : Mar 23, 2022, 4:11 PM IST

Updated : Feb 3, 2023, 8:20 PM IST

ETV Bharat / Videos

Municipal Election 2022: ରାତି ପାହିଲେ ଭୋଟ୍‌, ପ୍ରସ୍ତୁତ କଟକ ପ୍ରଶାସନ

କଟକ: ଆସନ୍ତାକାଲି ଅନୁଷ୍ଠିତ ହେବ କଟକ ମହାନଗର ନିଗମ ନିର୍ବାଚନ । 59ଟି ୱାର୍ଡ ବିଶିଷ୍ଟ କଟକ ମହାନଗର ନିଗମ ନିର୍ବାଚନରେ ମତଦାନ କରିବେ ମୋଟ 4 ଲକ୍ଷ 50 ହଜାର 759 ଜଣ ଭୋଟର। ନିର୍ବାଚନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରି ସାରିଛି ପ୍ରଶାସନ । ତେବେ ମତଦାନ ପାଇଁ 449ଟି ବୁଥ ପ୍ରସ୍ତୁତ କରାଯାଇଛି ଜଣାପଡିଛି । ସେହିପରି ଏହି ବୁଥ ଗୁଡିଙ୍କୁ ଇଭିଏମ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି । ଏନେଇ ନିର୍ବାଚନ ଅଧିକାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.