ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାର ଫିଟା ଓ ମହାପ୍ରଭୁଙ୍କ ମଙ୍ଗଳଆଳତୀ - ମହାପ୍ରଭୁଙ୍କ ମଙ୍ଗଳଆଳତୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9547618-thumbnail-3x2-hgki.jpg)
ପୁରୀ: ସବୁଦିନ ପରି ଆଜି ବଡି ଭୋରରୁ ସେବାୟତ ଓ ପୂଜା ପଣ୍ଡାଙ୍କା ଦ୍ବାରା ପ୍ରଥମେ ଶ୍ରୀମନ୍ଦିରର ଦ୍ବାର ଫିଟା ଯାଇଥିଲା । ଏହାପରେ ହାତରେ ଆଳତୀ ଦୀପ ଓ ଘଣ୍ଟି, ମୁହଁରେ ମନ୍ତ୍ରୋଚାରଣ କରି ପତିତପାବନଙ୍କ ମଙ୍ଗଳଆଳତୀ ନୀତି ସମ୍ପନ୍ନ ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ