ବିପଦରେ ପାଦଚଲା ପଥଚାରୀ, ଅକାଳରେ ଗଲାଣି ୨୧ ଜୀବନ - ଅକାଳରେ ୨୧ଜଣଙ୍କ ଜୀବନ ଗଲାଣି

🎬 Watch Now: Feature Video

thumbnail

By

Published : Feb 25, 2021, 9:18 PM IST

ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ବରର ଅଭାବନୀୟ ଚିତ୍ର। ଦେଖନ୍ତୁ ପାଦଚଲା ପଥଚାରିଙ୍କ କଷ୍ଟ । ରାସ୍ତା ପାର ହେବାକୁ କେତେ ଅସୁବିଧା । ଏମାନଙ୍କ ଯାତାୟତ କେତେ ବିପଦପୂର୍ଣ୍ଣ । କାରଣ ସ୍ମାର୍ଟସିଟିର ପାଦଚଲା ପଥଚାରୀଙ୍କ ପାଇ ମିଳୁନି ବାଟ। କି ଏମାନଙ୍କ ଯିବା ଆସିବା ନିମନ୍ତେ ସ୍ମାର୍ଟସିଟିରେ ନାହିଁ ବିକଳ୍ପ ବ୍ୟବସ୍ଥା । ସ୍ମାର୍ଟସିଟି ପ୍ରୋଜେକ୍ଟରେ ଟ୍ରାଫିକ ସିଗନାଲ ଆଧୁନିକରଣ ହେଉଛି। ହେଲେ ଏହି ଆଧୁନିକରଣରେ ପାଦଚଲା ପଥଚାରୀଙ୍କ ପାଇଁ କୈଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନି । ଫଳରେ ବିପଦପୂର୍ଣ୍ଣ ଯାତାୟତ କରି ଦୁର୍ଘଟଣାର ଶିକାର ହୋଇଛନ୍ତି ଅନେକ । ୨୦୨୦ରେ ୨୧ଜଣ ପାଦଚଲା ପଥଚାରୀଙ୍କ ଦୁର୍ଘଟଣାରେ ଯାଇଛି ଜୀବନ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.