thumbnail

ଆସୁଛନ୍ତି ମା', ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

By

Published : Oct 4, 2019, 4:11 PM IST

ଅନୁଗୋଳ: ଆସୁଛନ୍ତି ମା'। ଯାହାକୁ ନେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ପର୍ବ । କେଉଁଠି ଶିଳ୍ପୀ ମା'ଙ୍କ ମୃଣମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଥିବା ବେଳେ ଆଉ କେଉଁଠି କାରିଗରଟି ମଣ୍ଡପ କାମ ସାରିବାରେ ଲାଗିପଡିଛି । ଶୁକ୍ରବାର ବିଲ୍ବ ବରଣ ପରେ ଶନିବାର ଠାରୁ ଆରମ୍ଭ ହେବ ମଣ୍ଡପରେ ସପ୍ତମୀ ପୂଜା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.