ଦସ୍ତଖତ ଖୋଲିବ ଆକାଶଙ୍କ ଦସ୍ତାବିଜ, ରିମାଣ୍ଡରେ ନେବ କମିସନରେଟ ପୋଲିସ - ଦସ୍ତଖତ ଖୋଲିବ ଆକାଶଙ୍କ ଦସ୍ତାବିଜ
🎬 Watch Now: Feature Video
ଭୁବନେଶ୍ବର: ଦସ୍ତଖତ ଖୋଲିବ ଆକାଶଙ୍କ ଦସ୍ତାବିଜ,ରିମାଣ୍ଡରେ ନେବ କମିସନରେଟ ପୋଲିସ । ସତ କହିବ ଆକାଶଙ୍କ ଦସ୍ତଖତ। ଟାଟାରେ ଚାକିରି କରିଥିଲେ କି ନାହିଁ ଜୁନିୟର ପାଠକ। ଯାହାର ଦସ୍ତାବିଜ ଖୋଜିବାକୁ ଆକାଶଙ୍କୁ ରିମାଣ୍ଡରେ ନେବ କମିସନରେଟ ପୋଲିସ। ରିମାଣ୍ଡରେ ନେବା ପରେ ଆକାଶଙ୍କ ଦସ୍ତଖତ ନିଆଯିବ। ପରେ ଏହାକୁ ହ୍ୟାଣ୍ଡରାଇଟ ବ୍ୟୁରୋକୁ ପଠାଯିବ। ଯେଉଁଠି ସ୍ପଷ୍ଟ ହେବ ଆକାଶ ପ୍ରକୃତରେ ଟାଟାରେ କରୁଥିଲ କି ନାହିଁ ବୋଲି ପୋଲିସ କମିସନର କହିଛନ୍ତି।