‘ମିଳୁନି ନ୍ୟାୟ, ବିଧାନସଭାକୁ ଆସିବାକୁ ବାଧ୍ୟ ହେଉଛନ୍ତି ଲୋକେ’ - ବିଧାନସଭା ପରିସର

🎬 Watch Now: Feature Video

thumbnail

By

Published : Nov 28, 2020, 10:50 PM IST

ଭୁବନେଶ୍ବର: ଥାନାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଲୋକଙ୍କୁ ନ୍ୟାୟ ମିଳୁନି । ଫଳରେ ନ୍ୟାୟ ପାଇଁ ବିଧାନସଭା ପରିସରକୁ ଆସିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଏଭଳି କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଚଳିତ ଶୀତ ଅଧିବେଶନରେ 3 ଥର ଏଭଳି କାଣ୍ଡ ଘଟିବାକୁ ନେଇ ସେ ଏପରି ମନ୍ତବ୍ୟ ଦେଇଛନ୍ତି । ନୟାଗଡ ପରୀ ମୃତ୍ୟୁ ମାମଲାରେ ତାଙ୍କ ମା ଓ ବାପା, ଆଠଗଡର 3 ଚାଷୀ ଓ ଆଜି ଜଗତସିଂହପୁରର ପୁଅ ହତ୍ୟାକୁ ନେଇ ମା’ ଓ ପୁଅ ବିଧାନସଭା ଆଗରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିବା ଘଟଣାରେ ପ୍ରତିକ୍ରିୟା ଦେଇ ସେ ଏପରି କହିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.