thumbnail

ଚାଲିଛି ରଥଯାତ୍ରା ପୁନର୍ବିଚାର ଶୁଣାଣି: ଉପବାସ ଅଛନ୍ତି ବିଜେପି ନେତା

By

Published : Jun 22, 2020, 2:45 PM IST

ରଥଯାତ୍ରା ପୁନର୍ବିଚାର ପାଇଁ ଆଜି ଉପବାସ ଅଛନ୍ତି ପୁରୀର ବିଜେପି ସାଂସଦ ପ୍ରାର୍ଥୀ ଥିବା ସମ୍ବିତ ପାତ୍ର । ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ନେଇ ପୁନର୍ବିଚାର ଶୁଣାଣି ହେଉଛି । ରଥଯାତ୍ରା ପାଇଁ ସମ୍ବିତ ଉପବାସ ରଖିଥିବା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.