ବାଲେଶ୍ବର ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ
🎬 Watch Now: Feature Video
ବାଲେଶ୍ବର: ସଦର ଉପନିର୍ବାଚନ ପାଇଁ ସମସ୍ତ ଦଳର ପ୍ରଚାର ଜୋରଦାର ହୋଇଛି । ପ୍ରାର୍ଥୀମାନେ ବିଭିନ୍ନ ମୁଦ୍ଦା ନେଇ ଭୋଟରମାନଙ୍କ ପାଖକୁ ଯାଉଛନ୍ତି। କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ମଧ୍ୟ ନିଜର ଆଭିମୁଖ୍ୟ ନେଇ ଲୋକଙ୍କୁ ଭେଟୁଛନ୍ତି । ସେମାନଙ୍କ ଠାରୁ ଭୋଟ ଭିକ୍ଷା କରୁଛନ୍ତି । ସେ ବିଜୟ ଲାଭ କଲେ ବାଲେଶ୍ବରର ଚେହେରା ପରିବର୍ତ୍ତନ କରିଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ସ୍ବାସ୍ଥ୍ୟ, ପାନୀୟ ଜଳ, ରାସ୍ତାଘାଟଠୁ ଆରମ୍ଭ କରି ଅନେକ ସମସ୍ୟାର ସେ ସମାଧାନ କରିବେ ବୋଲି କହିଛନ୍ତି । ତେବେ ଏନେଇ ତାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ବାଲେଶ୍ବର ସମ୍ବାଦଦାତା ଜୀବନ ଜ୍ୟୋତି ନାୟକ ।