କୋଭିଡ ଚିକିତ୍ସା ପାଇଁ ଆୟୁର୍ବେଦ ଉପଯୋଗୀ
🎬 Watch Now: Feature Video
ଭୁବନେଶ୍ବର: କୋଭିଡ ଚିକିତ୍ସା ନେଇ ରାଜ୍ୟ ସରକାରଙ୍କର ସଚେତନତା ବାର୍ତ୍ତା । କୋଭିଡ ଚିକିତ୍ସା ପାଇଁ ଆୟୁର୍ବେଦ ଉପଯୋଗୀ । ବ୍ରହ୍ମପୁରର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ ମେଡିକାଲ କଲେଜର ଡେପୁଟି ସୁପରିଟେଣ୍ଡେଣ୍ଟ ଡକ୍ଟର ବିମଳ କୁମାର ପଣ୍ଡାଙ୍କ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ।
ଭୁବନେଶ୍ବରରରୁ ବିକାଶ କୁମାର ଦାସ, ଇଟିଭି ଭାରତ