thumbnail

By

Published : Feb 20, 2022, 6:38 PM IST

Updated : Feb 3, 2023, 8:17 PM IST

ETV Bharat / Videos

Panchayat Election: ପୁରୀରେ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ

ପୁରୀ: ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର । ଶେଷ ଦିନରେ ପୁରୀରେ ଜୋରଦାର ହେଲା ପ୍ରଚାର । 22 ତାରିଖରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ପୁରୀ ଜିଲ୍ଲାର ଡେଲାଙ୍ଗ ଓ ପିପିଲି ବ୍ଲକରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ପାଇଁ ମତଦାନ ହେବ । ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ଶେଷ ଦିନରେ ଜୋରଦାର ପ୍ରଚାର କରାଯାଇଛି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.