thumbnail

By

Published : Jul 6, 2020, 7:21 PM IST

ETV Bharat / Videos

ମାର୍କେଟ ରାଉଣ୍ଡଅପ: ପୁଞ୍ଜି ବଜାରରେ ପ୍ରଫିଟ ବର୍ଷା

ମୁମ୍ବାଇ: ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ମଧ୍ୟରେ ଘରୋଇ ପୁଞ୍ଜି ବଜାରରେ ଖୁସିର ମହୋଲ । ଲଗାତାର 4ର୍ଥ କାରବାର ଦିନରେ ଅଭିବୃଦ୍ଧି ଜାରି । ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 466 ପଏଣ୍ଟ ଚଢି 36,487.28 ରେ କାରବାର ବନ୍ଦ କରିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 156.30ପଏଣ୍ଟ ବଢି 10,763.65ରେ କାରବାର ଶେଷ କରିଛି । ସେପଟେ ଆଜିକୁ 7 ଦିନ ଧରି ତେଲ ଦାମ ଅପରିବର୍ତ୍ତିତ ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.