ବଳବାନ ବ୍ୟାଙ୍କିଙ୍ଗ ସେୟାର, 6 ମାସର ସର୍ବୋଚ୍ଚ ସ୍ତରରେ ସେନସେକ୍ସ ଓ ନିଫ୍ଟି - ବଜାର ହାଲଚାଲ

🎬 Watch Now: Feature Video

thumbnail

By

Published : Aug 28, 2020, 7:06 PM IST

ମୁମ୍ବାଇ: ଲଗାତାର ଷଷ୍ଠ କାରବାର ଦିନରେ ସେୟାର ବଜାରରେ ଅଭିବୃଦ୍ଧି ଜାରି । ଶୁକ୍ରବାର ସେନସେକ୍ସ ଓ ନିଫ୍ଟି 6 ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚି ନୂଆ ରେକର୍ଡ ସୃଷ୍ଟି କରିଛି । ବିଏସଇ ସେନସେକ୍ସ 354.84 ପଏଣ୍ଟ ବୃଦ୍ଧି ପାଇ 39,467.31 ରେ କାରବାର ବନ୍ଦ କରିଛି । ସେହିପରି ଏନଏସଇ ନିଫ୍ଟି 88.35 ପଏଣ୍ଟ ଉଛୁଳି 11,647.60ରେ ପହଞ୍ଚିଛି । ବ୍ୟାଙ୍କିଙ୍ଗ ସେୟାର ମଜବୁତ ଓ ବିଦେଶୀ ପାଣ୍ଠି ପ୍ରବାହ ଯୋଗୁଁ ବଜାର ଧାରଣା ସୁଦୃଢ ରହିଛି । ସେପଟେ ପେଟ୍ରୋଲ ଦାମ ଶୁକ୍ରବାର ପୁଣି ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ ସ୍ଥିର ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.