ମର୍ଡର୍ଣ୍ଣ ହେବ ସେନା , ସରକାର ଦେବେ 9ହଜାର କୋଟି ଟଙ୍କା - ଭାରତୀୟ ସେନା ହେବ ଶକ୍ତିଶାଳୀ
🎬 Watch Now: Feature Video
ଦେଶର ସୁରକ୍ଷା କବଚ ଏହାର ସେନା ଯବାନ। ନିଜ ସୁଖ ସ୍ବାଚ୍ଛନ୍ଦ୍ୟକୁ ଭୁଲି ଏମାନେ ମାତୃଭୂମି ପାଇଁ ଉତ୍ସର୍ଗୀକୃତ । ଏହି ଧାରାରେ ଭାରତ ଅଧିକ ଭାଗ୍ୟଶାଳୀ । କାରଣ ଆଜିର ସମୟରେ ଭାରତ ପାଖରେ ଦୁନିଆର ଚତୁର୍ଥ ଶକ୍ତିଶାଳୀ ଓ ଦ୍ବିତୀୟ ସଂଖ୍ୟାଗରିଷ୍ଠ ସେନା ଅଛନ୍ତି । ଯାହାର ବାହୁ ବଳ ଶତ୍ରୁକୁ ଧରାଶାୟୀ କରିବାକୁ ପଛଘୁଞ୍ଚା ଦେବ ନାହିଁ । ତେବେ ଏହି ସେନାକୁ ଆହୁରି ସୁଦୃଢ କରିବା ପାଇଁ ଆସନ୍ତା 5ରୁ 7 ବର୍ଷ ମଧ୍ୟରେ ସରକାର 9ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ।