thumbnail

By

Published : Mar 10, 2022, 2:42 PM IST

Updated : Feb 3, 2023, 8:19 PM IST

ETV Bharat / Videos

ୟୁପିରେ ଆଗୁଆ ବିଜେପି, ବିଜୟ ଉତ୍ସବରେ ସାମିଲ ହେଲେ ବୁଲଡୋଜର ବାବା

ଲକ୍ଷ୍ନୌ: ବିଜୟ ପଥରେ ଆଗକୁ ବଢୁଛି ବିଜେପି । ୟୁପିରେ ଏକଜିଟ୍ ପୋଲ ଏଥର ଏକଜାଟ ପୋଲ ହେଲା ପରି ମନେ ହେଉଛି । ବର୍ତ୍ତମାନ ସମସ୍ତ ବିରୋଧୀ ଦଳକୁ ପଛରେ ପକାଇ ଭାଜପା ଆଗେଇ ଚାଲିଛି । ଦଳ ବହୁମତ ହାସଲ କରିବାକୁ ନେଇ ଉତ୍ସବ ମନାଉଛନ୍ତି ବିଜେପି କର୍ମୀ । କେଉଁଠି ବାଣ ଫୁଟିଲାଣି ତ ଆଉ କେଉଁଠି ହୋଲି ଖେଳିଲେଣି କାର୍ଯ୍ୟକର୍ତ୍ତା ଓ ସମର୍ଥକ । ପାର୍ଟି ଅଫିସରେ ଖୁବ୍ ଧୁମଧାମରେ ଦଳର ବିଜୟ ପାଳନ କରାଯାଉଛି । ଏହି ବିଜୟ ଉତ୍ସବରେ ୟୁପିର ବୁଲଡୋଜର ବାବା ମଧ୍ୟ ସାମିଲ ହୋଇଛନ୍ତି ।
Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.