ପତିତପାବନଙ୍କ ମଙ୍ଗଳ ଆଳତୀ, ଭିଡିଓରେ ଅପୂର୍ବ ଝଲକ

By

Published : Jan 11, 2021, 7:32 AM IST

Updated : Jan 11, 2021, 7:39 AM IST

thumbnail
ପୁରୀ: ଅନାଥଙ୍କ ନାଥ ଜଗନ୍ନାଥ। ରତ୍ନବେଦୀରେ ବିଜେ କରିଥିବା ବଡ ଠାକୁରଙ୍କ ରୂପ ସୁନ୍ଦର,ହସ ସୁନ୍ଦର ଓ ବେଶ ସୁନ୍ଦର। ଭଗବାନଙ୍କ ଟିକିଏ ଝଲକ ପାଇବା ପାଇଁ ଭକ୍ତ କାନ୍ଦି କାନ୍ଦି ଗଡିଯାଏ ତାର ବଡଦାଣ୍ଡରେ। ଭାବରେ ବନ୍ଧା ଠାକୁର ଭକ୍ତଙ୍କ କଲ୍ୟାଣ ପାଇଁ ସର୍ବଦା ନିଜର ବାହୁ ମେଲେଇ ଆଶିଷ ଅଜାଡି ଦିଏ। ଯେଉଁଥି ପାଇଁ ସକାଳ ହେଉ ହେଉ ଆରମ୍ଭ ହୁଏ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ। ପୂଜା ପଣ୍ଡା ଧୂପ,ଦୀପରେ କୋଟି ବ୍ରହ୍ମାଣ୍ଡର ଦୁଃଖକୁ ଅଜାଡି ଦିଅନ୍ତି କାଳିଆର ପାଦ ପଦ୍ମରେ।
Last Updated : Jan 11, 2021, 7:39 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.