thumbnail

By

Published : Mar 19, 2022, 10:46 PM IST

Updated : Feb 3, 2023, 8:20 PM IST

ETV Bharat / Videos

Municipal Election: କେନ୍ଦ୍ରାପଡାରେ ବିଜେଡିର ଶକ୍ତି ପ୍ରଦର୍ଶନ

ପୌର ନିର୍ବାଚନ ପ୍ରଚାର ଶେଷ ହେବାକୁ ଆଉ ମାତ୍ର ଦୁଇଦିନ ବାକି ରହିଛି । ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ସମସ୍ତ ରାଜନୈତିକ ଦଳ ଲାଗିପଡିଛନ୍ତି । ଆଜି କେନ୍ଦ୍ରାପଡା ୱାର୍ଡନଂ ୫ରେ ବିଜେଡି ତାର ଶକ୍ତି ପ୍ରଦର୍ଶନ କରିଛି। ଏହି ୱାର୍ଡରୁ ବିଜେଡିର କାଉନସିଲର ପ୍ରାର୍ଥୀ ଥିବା ନିରାକାର ସ୍ବାଇଁ ଗତ ନିର୍ବାଚନ ସମୟରେ ବିଜେପି ଟିକେଟରୁ ଲଢି ପରାସ୍ତ ହୋଇଥିଲେ । ଅଧିକ ପଢନ୍ତୁ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.