Municipal Election: ବିଜେଡି ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପିଲା ସହର - ଓଡିଶା ପୌର ନିର୍ବାଚନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14803842-thumbnail-3x2-kdp.jpg)
ବ୍ରହ୍ମପୁର: ମୋର ଅଧୁରା କାର୍ଯ୍ୟକୁ ଚଳିତଥର ବିଜୟୀ ହେଲେ ସମ୍ପୂର୍ଣ୍ଣ କରିବି । ଏଭଳି ସ୍ଥାନୀୟ ଅଞ୍ଚଳ ବାସିନ୍ଦାଙ୍କୁ ପ୍ରତିଶୃତି ଦେଇ ପ୍ରଚାର କରୁଛନ୍ତି ବ୍ରହ୍ମପୁର ମହାନଗର ନିଗମର ୨୮ ନମ୍ବର ୱାର୍ଡର ବିଜେଡି ଦଳର ପ୍ରାର୍ଥନୀ ପାର୍ବତୀ ପ୍ରଧାନ । ପୂର୍ବରୁ କର୍ପୋରେଟର ରହି ଆସିଥିବା ପାର୍ବତୀଙ୍କୁ ଚଳିତଥର ପୁଣି ଥରେ ପ୍ରାର୍ଥୀ କରାଯାଇଛି । ଏହି ଅବସରରେ ପାର୍ବତୀଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:20 PM IST