Municipal Election: ଶେଷ ଦିନ ପ୍ରଚାରରେ ପ୍ରାର୍ଥୀଙ୍କ ରୋଡ ସୋ - ପୌର ନିର୍ବାଚନ ନେଇ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର

🎬 Watch Now: Feature Video

thumbnail

By

Published : Mar 22, 2022, 5:00 PM IST

Updated : Feb 3, 2023, 8:20 PM IST

ଅନୁଗୋଳ: ଆଉ କେଇ ଘଣ୍ଟା ପରେ ଶେଷ ହେବାକୁ ଯାଉଛି ପୌର ନିର୍ବାଚନ ପ୍ରଚାର । ତେବେ ଶେଷ ଦିନରେ ଅନୁଗୋଳ ପୌର ପାଳିକାରେ ନିଜର ଶକ୍ତି ଦେଖାଇଛି ଶାସକ ବିଜେଡି । ପୌର ପରିଷଦ ଦଖଲ ପାଇଁ କରିଛି ଶେଷ ପ୍ରୟାସ । ଅନୁଗୋଳ ବିଜେଡି ଜିଲ୍ଲା ସଭାପତିଙ୍କ ଠାରୁ ପୈରାଞ୍ଚଳ ସବୁ ନେତା କରିଛନ୍ତି ରୋଡ଼ ସୋ । ଅଧକ୍ଷ ପ୍ରାର୍ଥୀ ଅକ୍ଷୟ ସାମନ୍ତ ଓ ସମସ୍ତ ୨୩ଟି ୱାର୍ଡର କାଉନସିଲର ପ୍ରାର୍ଥୀଙ୍କୁ ଧରି ଖୋଲା ଜିପରେ ସହର ପରିକ୍ରମା କରିଛନ୍ତି ନେତା । ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନର ବାର୍ତ୍ତା ନେଇ ପ୍ରାର୍ଥୀ କରୁଛନ୍ତି ଭୋଟ ଭିକ୍ଷା । ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.