ନିରପେକ୍ଷ ଓ ସ୍ବଚ୍ଛ ନିର୍ବାଚନ ହୋଇନାହିଁ: ସୁନୀତି ମୁଣ୍ଡ - ସୁନୀତ୍ ମୁଣ୍ଡ ପ୍ରତିକ୍ରିୟା
🎬 Watch Now: Feature Video
ଭୁବନେଶ୍ବର: ପରାଜୟ ପରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର ବିଜେପି ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡ । ଚଳିତ ନିର୍ବାଚନ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ହୋଇନଥିବା କହିଲେ । ପରାଜିତ ହୋଇନାହିଁ, କ୍ଷମତା ହାତେଇବା ପାଇଁ ବିରୋଧୀ କରିଥିବା କୁଟୀଳ ରଣକୌଶଳ ଆଗରେ ପରାଜିତ ହୋଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST