ଜିମରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ଭାଇରାଲ ହେଉଛି ଓ୍ବାର୍କଆଉଟ ଭିଡିଓ

By

Published : Aug 21, 2021, 5:42 PM IST

thumbnail
ଚେନ୍ନାଇ: ଜିମରେ ଓ୍ବାର୍କଆଉଟ କରୁଥିବା ନଜର ଆସିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ଆଜି (ଶନିବାର) ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଜିମ୍ ୱାର୍କଆଉଟ୍ ଭିଡିଓ ଭାଇରାଲ ହେବାରେ ଲାଗିଛି । ନିଜକୁ ଫିଟ ରଖିବା ପାଇଁ 68 ବର୍ଷୀୟ ଷ୍ଟାଲିନ ଖୁବ କସରତ କରୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ମଧ୍ୟ ସାଇକେଲ ଚଳାଇ ସ୍ଥାନୀୟ ଲୋକଙ୍କୁ ଭେଟି ଖୁବ ଚର୍ଚ୍ଚାକୁ ଆସିଥିଲେ ଷ୍ଟାଲିନ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.