ଓଡିଆରେ ସଚେତନ କଲେ ସୁରଟ ମହାନଗର ନିଗମ କମିଶନର, ଦେଖନ୍ତୁ ଭିଡିଓ... - ସୁରଟ ମହାନଗର ନିଗମ
🎬 Watch Now: Feature Video
ଗାନ୍ଧୀନଗର: କୋରୋନାକୁ ନେଇ ଚାରିଆଡେ କରାଯାଉଛି ସଚେତନତା । ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରିବାରେ ଲାଗିଛି ପ୍ରଶାସନ । ତେବେ ଏପରି ସ୍ଥିତିରେ ସୁରଟରେ ଥିବା ଓଡିଆ ଭାଇଭଉଣୀମାନଙ୍କୁ ଓଡିଆରେ ସଚେତନତା କରାଇଛନ୍ତି ସୁରଟ ମହାନଗର ନିଗମ କମିଶନର ବାଞ୍ଛାନିଧୀ ପାଣି । ସେ ଏକ ଭିଡିଓ ଜାରି କରି କଣ କରିବା କଣ ନକରିବା ସେନେଇ ଆଲୋକପାତ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ