ଅହମ୍ମଦାବାଦରେ ରଥଯାତ୍ରା ଅନୁଷ୍ଠିତ, ସାମାଜିକ ଦୂରତାକୁ ଭୂଲିଲେ ଭକ୍ତ

By

Published : Jun 23, 2020, 1:01 PM IST

thumbnail
ଅହମ୍ମଦାବାଦ: ଆଜି ପବିତ୍ର ଘୋଷଯାତ୍ରା । ଏହି କ୍ରମରେ ମହାମାରୀ କୋରୋନା ଯୋଗୁଁ ବିନା ଭକ୍ତରେ ପୁରୀରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏଥିସହ ଅହମ୍ମଦାବାଦରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହେଉଛି । ତେବେ ସୋମବାର ବିଳମ୍ବିତ ରାତିରେ ଅମହମ୍ମଦାବାଦରେ ରଥଯାତ୍ରା ହେବା ନେଇ ଗୁଜୁରାଟ ହାଇକୋର୍ଟ ଏକ ସ୍ବତନ୍ତ୍ର ଶୁଣାଣି କରିଥିଲେ । ସୀମିତ ଭକ୍ତଙ୍କୁ ନେଇ କଡା କଟକଣା ସହ ରଥଯାତ୍ରା କରିବାକୁ ହାଇକୋର୍ଟ ତାଙ୍କ ଶୁଣାଣିରେ ଅନୁମତି ପ୍ରଦାନ କରିଥିଲେ । ହେଲେ ଅହମଦାବାଦ ରଥଯାତ୍ରାରେ ସାମିଲ ଭକ୍ତଙ୍କୁ ଦେଖିଲେ ସାମାଜିକ ଦୂରତାକୁ ଅଣଦେଖା କରାଯାଉଥିବା ନଜର ଆସିଛି । ପୋଲିସରେ ଉପସ୍ଥିତି ଏସବୁ ହେଉଥିବା ବେଳେ ମହାପ୍ରଭୁଙ୍କ ରଥଯାତ୍ରାରେ ମସଗୁଲ ଭକ୍ତ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.