‘ଆତ୍ମନିର୍ଭର ଭାରତ’: ତୃତୀୟ ଦିନରେ ନିର୍ମଳାଙ୍କ ବଡ ଘୋଷଣା - finicial minister

🎬 Watch Now: Feature Video

thumbnail

By

Published : May 15, 2020, 8:38 PM IST

ଆତ୍ମନିର୍ଭର ଭାରତ ପ୍ୟାକେଜକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତୃତୀୟ ପ୍ରେସ୍ ମିଟ୍ । ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଆବଣ୍ଟନ ନେଇ ଦେଲେ ବିସ୍ତୃତ ବିବରଣୀ । ତୃତୀୟ ଦିନରେ ମତ୍ସ୍ୟ ଓ ପଶୁପାଳନ, କୃଷି, ଭିତ୍ତିଭୂମି କ୍ଷେତ୍ର ପାଇଁ କରାଯାଇଛି ୧୧ଟି ବଡ଼ ଘୋଷଣା । ୮ଟି ଘୋଷଣା ଭିତ୍ତିଭୂମି ଓ ଆନୁଷଙ୍ଗିକ ଏବଂ ଅବଶିଷ୍ଟ ୩ଟି ପରିଚାଳନା ଓ ପ୍ରଶାସନିକ ସଂସ୍କାର ଉପରେ ଆଧାରିତ । ଅଧିକ ପଢନ୍ତୁ..

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.