ବିଶ୍ବ ପର୍ଯ୍ୟଟନ ଦିବସ: କାଶ୍ମୀରର ନୈସର୍ଗିକ ଶୋଭା ଉପଭୋଗ ପାଇଁ ନାହାଁନ୍ତି ପର୍ଯ୍ୟଟକ - କାଶ୍ମୀରରେ ନାହାନ୍ତି ପର୍ଯ୍ୟଟକ

🎬 Watch Now: Feature Video

thumbnail

By

Published : Sep 27, 2020, 10:08 PM IST

Updated : Sep 27, 2020, 11:00 PM IST

ଶ୍ରୀନଗର: ଆଜି ବିଶ୍ବ ପାଳୁଛି ପର୍ଯ୍ୟଟନ ଦିବସ । ଏଥିପାଇଁ ବିଷୟ ରହିଛି ‘ପର୍ଯ୍ୟଟନ ଏବଂ ଗ୍ରାମାଞ୍ଚଳ ବିକାଶ । ହେଲେ କୋରୋନା କଟକଣା ଯୋଗୁଁ ଭୂସ୍ବର୍ଗ ବୋଲାଉଥିବା କାଶ୍ମୀର ଏବେ ବିନା ପର୍ଯ୍ୟଟକରେ ନିରବି ଯାଇଛି । ମହାମାରୀର ଭୟାବହତା ମଧ୍ୟରେ ଏଠାକାର ପର୍ଯ୍ୟଟନ ଶିଳ୍ପ ବିପର୍ଯ୍ୟସ୍ତ ହୋଇପଡିଛି । ପ୍ରସିଦ୍ଧ ଡାଲ ହ୍ରଦ ଏବେ ଶାନ୍ତ ସ୍ଥିର ହୋଇଯାଇଛି । ଫଳରେ ଏହା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର ଲୋକଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଇଛି ।
Last Updated : Sep 27, 2020, 11:00 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.