କୋଠା ଭୁଶୁଡିବାର ଲାଇଭ ଭିଡିଓ... - Building collapsed in Dharani of Amarawati

🎬 Watch Now: Feature Video

thumbnail

By

Published : Apr 16, 2021, 12:28 PM IST

ଅମରାବତୀ: ମହାରାଷ୍ଟ୍ରର ଅମରାବତୀରେ ଏକ 60 ବର୍ଷ ତଳର ପୁରୁଣା କୋଠା ଭୁଶୁଡି ପଡିଛି । ଏହି କୋଠାଟି ଜିଲ୍ଲାର ଧରଣୀ ସହରରେ ଅବସ୍ଥିତ। ଗୁରୁବାର ସଂନ୍ଧ୍ୟାରେ ଏହି କୋଠା ପ୍ରଥମେ କମ୍ପିବା ଆରମ୍ଭ କରିଥିଲା। ଏହାକୁ ଦେଖି ସେହି କୋଠାରେ ରହୁଥିବା ପରିବାର ସଦସ୍ୟମାନେ ଭୟରେ ତୁରନ୍ତ ବାହାରକୁ ଆସିଯାଇଥିଲେ। ଏହାପରେ କୋଠାଟି ଏଭଳି ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.