ପ୍ୟାକେଜ ଘୋଷଣାକୁ ନେଇ ପ୍ରେସମିଟ୍ର ଦ୍ବିତୀୟ ଦିନ, ଜାଣନ୍ତୁ କାହା ପାଇଁ କଣ... - 20 ଲକ୍ଷ କୋଟି ପ୍ୟାକେଜ ଘୋଷଣା
🎬 Watch Now: Feature Video
ଦେଶକୁ ଆର୍ଥିକ ସଂକଟରୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ଲକ୍ଷ କୋଟି ପ୍ୟାକେଜ ଘୋଷଣା କରିଛନ୍ତି । ପ୍ୟାକେଜର ରୂପରେଖ କଣ ହେବ କିପରି ହେବ ? କେଉଁକ୍ଷେତ୍ରକୁ କେତେ ଟଙ୍କାର ରାଶି ସାହାଯ୍ୟ ଯୋଗାଇ ଦିଆଯିବ ? ସେ ସମସ୍ତ ବିଷୟରେ ଲଗାତାର ଦେଶକୁ ପ୍ରେସମିଟ କରି ଅବଗତ କରାଉଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।