ପ୍ରତିକୂଳ ପରିସ୍ଥିରେ ସୀମା ଜଗିଛି ସେନା, ଯବାନଙ୍କ ପରାକ୍ରମ ଭିଡିଓ ଭାଇରାଲ

By

Published : Jan 8, 2022, 10:43 PM IST

thumbnail
ଶ୍ରୀନଗର: ପରିସ୍ଥିତି ଯାହା ହେଉନା କାହିଁକି, ସେମାନେ ଯେମିତି ଦେଶର ସୁରକ୍ଷା ପାଇଁ ପ୍ରତିଶ୍ରୁତି ବଦ୍ଧ । ପ୍ରବଳ ତୁଷାରପାତ, ବିଯୁକ୍ତ ତାପମାତ୍ରା । ତଥାପି ଦେଶର ସୁରକ୍ଷା ପାଇଁ ସୀମାରେ ଛାତି ଫୁଲାଇ ଛିଡା ହୋଇଛନ୍ତି ଯବାନ । ସାମ୍ନାକୁ ଆସିଲା ଭାରତୀୟ ଯବାନଙ୍କ ପରାକ୍ରମର ଦୃଶ୍ଯ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.