ଗାଜିଆବାଦ ପୋଲିସର ଔଦ୍ଧତାମୀ, ଦେଖନ୍ତୁ ଭିଡିଓ - ରକ୍ଷକଙ୍କ ଔଦ୍ଧତାମୀ

🎬 Watch Now: Feature Video

thumbnail

By

Published : Oct 18, 2020, 8:26 PM IST

ଗାଜିଆବାଦ: ପୁଣି ଥରେ ସାମ୍ନାକୁ ଆସିଛି ରକ୍ଷକଙ୍କ ଔଦ୍ଧତାମୀ । ରାତି 9ଟା ପରେ ଦୋକାନ ଖୋଲାଥିବାରୁ 2 ଜଣ କନଷ୍ଟେବଳ ଦୋକାନୀଙ୍କ ଜିନିଷ ସବୁ ଦୋକାନ ବାହାରକୁ ଫିଙ୍ଗି ଦେଇଛନ୍ତି । ଏପରିକି ଦୋକାନୀଙ୍କୁ ମାଡ ମଧ୍ୟ ମାରିଛନ୍ତି । ଯାହାର ଲାଇଭ ଭିଡିଓ ସିସିଟିଭିରେ କଏଦ ହୋଇଛି । ଉତ୍ତରପ୍ରଦେଶ ଗାଜିଆବାଦ କରହେଡା ରୋଡ ଅଞ୍ଚଳର ଏହି ଘଟଣା, ଆଉ ଗାଜିଆବାଦ ପୋଲିସର ମନମାନିର ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.