ବାପୁଙ୍କୁ ଝୁରୁଛି ଦମୋହ, ମନେପକାଉଛି ପୁରୁଣା ସ୍ମୃତି
🎬 Watch Now: Feature Video
ସ୍ବତନ୍ତ୍ରତା ସଂଗ୍ରାମ ବେଳେ ଗାନ୍ଧୀ ମଧ୍ୟପ୍ରଦେଶର ଜବଲପୁରରୁ ଦମୋହ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିଥିଲେ । ସହରର ବହୁ ଗାଁରେ ସଭା କରି ଲୋକଙ୍କୁ ଉଦବୋଧନ ଦେଉଥିଲେ । ଏହାକୁ ମନେପକାଇ ଦମୋହର ବହୁ ସ୍ଥାନ ଆଜି ବି ଗାନ୍ଧୀଙ୍କ କାହାଣୀକୁ ବୟାନ କରୁଛି । ତାଙ୍କ ସ୍ମୃତିରେ ଖେମଚନ୍ଦ ବଜାଜ 86 ବର୍ଷ ତଳର ଇତିହାସକୁ ବଖାଣିଛନ୍ତି ।