'ଜାରି ରହିବ ସଂଘର୍ଷ, ଆଗାମୀ ରଣନୀତି ଉପରେ ଦଳ ନେବ ନିଷ୍ପତ୍ତି' - ହରସିମରତ କୌର ବାଦଲ

🎬 Watch Now: Feature Video

thumbnail

By

Published : Sep 18, 2020, 8:24 PM IST

ଚଣ୍ଡିଗଡ: ବିଜେପିର ସର୍ବପୂରାତନ ସହଯୋଗୀ ଶିରୋମଣି ଅକାଳୀ ଦଳର ନେତ୍ରୀ ହରସିମରତ କୌର ବାଦଲ କୃଷି ଅଧ୍ୟାଦେଶକୁ ବିରୋଧ କରି ମୋଦି କ୍ୟାବିନେଟରୁ ଅସ୍ତଫା ଦେଇସାରିଛନ୍ତି । ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ହରସିମରତ କୌର ବାଦଲ କହିଛନ୍ତି, ଏହା ଏକ ଲମ୍ବା ଲଢେଇର ଆରମ୍ଭ । ତାଙ୍କ ଦଳ ଚାଷୀଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଛିଡା ହୋଇଛି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.