thumbnail

By

Published : Mar 9, 2021, 8:24 PM IST

ETV Bharat / Videos

ଆନ୍ଦୋଳନରତ ଚାଷୀଙ୍କ ପାଇଁ ଟ୍ରାକ୍ଟର ଉପରେ ପଞ୍ଚତାରକା ହୋଟେଲ

ନୂଆଦିଲ୍ଲୀ: ସିଙ୍ଘୁ ବର୍ଡରରେ ଜାରି ରହିଛି ଅନ୍ନଦାତାଙ୍କ ଆନ୍ଦୋଳନ । 100 ଦିନରୁ ଅଧିକ ଦିନ ହେବ ଜାରି ରହିଛି ଆନ୍ଦୋଳନ । ଏଥିରେ ଶତାଧିକ ଚାଷୀଙ୍କ ସମତେ ବିଭିନ୍ନ ସଂଗଠନ ମଧ୍ୟ ଚାଷୀଙ୍କ ବିକ୍ଷୋଭରେ ସାମିଲ ହୋଇଛନ୍ତି । ଏପରିକି ସେମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା ମଧ୍ୟ କରୁଛନ୍ତି । ଚାଷୀମାନେ ଗରମରୁ ରକ୍ଷା ପାଇବା ପାଇଁ ଏକ ଟ୍ରାକ୍ଟର ଉପରେ ପଞ୍ଚତାରକା ହୋଟେଲ ଭଳି ବ୍ୟବସ୍ଥା କରାଯାଉଛି । ଯେଉଁ ଗୃହରେ ଏସି, ଫ୍ରିଜ ସହିତ ଏଲଇଡି ଲଗାଯାଇଛି । ଏପରିକି ଟ୍ରାକ୍ଟରରେ ମଧ୍ୟ ଚାଷୀଙ୍କ ସୁରକ୍ଷା ପାଇଁ ସିସିଟିଭି ଲଗାଇଛନ୍ତି । ଅନ୍ନଦାତାଙ୍କ ପାଇଁ ଏଭଳି ବ୍ୟବସ୍ଥା କରିଛନ୍ତି ପଞ୍ଜାବ କପୁରତଲାର କିଛି ଯୁବକ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.