କୃଷି ବିଧେୟକ ମାଇଲ ଖୁଣ୍ଟ ନୁହେଁ, ବେକରେ ବନ୍ଧା ହୋଇଥିବା ପଥର: ଯୋଗେନ୍ଦ୍ର ଯାଦବ - Yogendra Yadav
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8886598-thumbnail-3x2-yog.jpg)
ନୂଆଦିଲ୍ଲୀ: ଇଟିଭି ଭରତ ସହ ଆଲୋଚନା କରି ଯୋଗେନ୍ଦ୍ର ଯାଦବ ପିଏମ ମୋଦୀଙ୍କୁ କରିଛନ୍ତି ଟାର୍ଗେଟ । କୃଷି ବିଧେୟକ ଏକ ମାଇଲଖୁଣ୍ଟ ନହେଁ ବରଂ ବେକରେ ବନ୍ଧା ହୋଇଥିବା ପଥର ବୋଲି କହିଛନ୍ତି ଯୋଗେନ୍ଦ୍ର ।