10 ଉପଗ୍ରହ ସହ ସଫଳତାର ସହ ଇସ୍ରୋ ଲଞ୍ଚ କଲା PSLV-C 49 - India’s latest earth observation satellite launched successfully

🎬 Watch Now: Feature Video

thumbnail

By

Published : Nov 7, 2020, 4:54 PM IST

ଶ୍ରୀହରିକୋଟା: ପୁଣି ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) । ଅପରାହ୍ନ 3 ଟା 2 ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ସଫଳତାର ସହ ଲଞ୍ଚ କରିଛି ଇସ୍ରୋ । ଏଥିସହିତ ଅନ୍ୟ 9 ଟି ବିଦେଶୀ ଉପଗ୍ରହ କକ୍ଷପଥରେ ସ୍ଥାପନ କରିଛି । ସମସ୍ତ ବୈଜ୍ଞାନିକ, ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଇସ୍ରୋ ଅଧ୍ୟକ୍ଷ କେ ଶିବନ ।

For All Latest Updates

TAGGED:

EOS-01

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.