ମକାଦାନା ଛଡାଉଛି ବାଇକ, ଦେଖନ୍ତୁ.... - ବାଇକକୁ ଷ୍ଟାଟ କରି ତାର ପଛ ଚକାରେ ମକାକୁ ଛଡାଉଛନ୍ତି କିଛି ବ୍ୟକ୍ତି

🎬 Watch Now: Feature Video

thumbnail

By

Published : Aug 27, 2020, 10:14 PM IST

ଦେଖନ୍ତୁ ଏ ଦୃଶ୍ୟକୁ କିଭଳି ବାଇକକୁ ଷ୍ଟାଟ କରି ତାର ପଛ ଚକାରେ ମକା ଛଡାଉଛନ୍ତି କିଛି ବ୍ୟକ୍ତି । ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯଦି ଟିକେ ଅନ୍ୟମନସ୍କ ହେବେ ତାହାଲେ ମକା ଛଡାଉଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେବ ଭିଡିଓ ଦେଖିଲେ ଅନୁମାନ କରିପାରିବେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.