ହ୍ବିଲ ଚେୟାରରେ ରୋଡଶୋ’ କଲେ ଦିଦି - ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11004011-thumbnail-3x2-mamata.jpg)
କୋଲକାତା: ପ୍ରଚାର ମଇଦାନକୁ ଓହ୍ଲାଇଲେ ଦିଦି । ଦୁର୍ଘଟଣାର ଶିକାର ହେବା ପରେ ହ୍ବିଲ ଚେୟାରରେ ବସି କରୁଛନ୍ତି ରୋଡଶୋ’ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀୟ ସମର୍ଥକଙ୍କ ଗହଣରେ କୋଲକାତାର ଗାନ୍ଧୀ ମୂର୍ତ୍ତିରୁ ବାହାରି ହାଜରା ପର୍ଯ୍ୟନ୍ତ କରୁଛନ୍ତି ରୋଡ ଶୋ ।
@ANI