ବାଣ ଫୁଟାଇ ଭୂମି ପୁଜନର ଉତ୍ସବ ମନାଇଲେ ଯୋଗୀ ଆଦିତ୍ୟନାଥ

By

Published : Aug 5, 2020, 9:52 PM IST

thumbnail
ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ବୁଧବାର ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ କରିଛନ୍ତି । ଏନେଇ ପୁରା ଦେଶରେ ଉତ୍ସବ ପାଳନ କରାଯାଉଛି । ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ଥିବା ତାଙ୍କ ସରକାରୀ ବାସଭବନରେ ବାଣ ଫୁଟାଇ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି । ଦୀପତ୍ସୋବର ଏକ ଅଂଶ ଭାବରେ ସେ ଏପରି କରିଛନ୍ତି । ଯୋଗୀ ଆଦିତ୍ୟନାଥ ସକାଳେ ଭୂମି ପୁଜନ ସମାରୋହରେ ଯୋଗ ଦେଇଥିଲେ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.