ପ୍ଲାଷ୍ଟିକ ବୋତଲରୁ ଟି-ସାର୍ଟ, ଜାଣନ୍ତୁ କେଉଁଠି ?
🎬 Watch Now: Feature Video
ରାୟପୁର: ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ଲଢେଇ ଆରମ୍ଭ କରିଛି ଭାରତ । ଏକକ ବ୍ୟବହୃତ ପ୍ଲାଷ୍ଟିକ ସହଜରେ ମାଟିରେ ବିଘଟନ ହେଉନଥିବାରୁ ସାରା ବିଶ୍ବ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି । ଏପରି ସ୍ଥଳରେ ଛତିଶଗଡର ଜଣେ ଯୁବକ ପ୍ଲାଷ୍ଟିକରୁ ତିଆରି କରୁଛନ୍ତି ଟି-ସାର୍ଟ । ସେ ପୁଣି ଷ୍ଟାଟ-ଅପ ଜରିଆରେ ।