‘ଜୋକର’ ଠୁ ରୁହନ୍ତୁ ସାବଧାନ, ନଚେତ ବ୍ୟାଙ୍କ ଆକାଉଣ୍ଟ ହେବ ହ୍ୟାକ୍‌! - Joker

🎬 Watch Now: Feature Video

thumbnail

By

Published : Jul 25, 2020, 2:37 PM IST

ମୁମ୍ବାଇ: ବର୍ତ୍ତମାନ ସମୟରେ ଅନଲାଇନ ନେଣଦେଣ ପ୍ରକ୍ରିୟାରେ ବ୍ୟାପକ ବୃଦ୍ଧି ଘଟିଛି । ମହାମାରୀ କୋରୋନା କାରଣରୁ ନନେକ ଲୋକ ବିଭିନ୍ନ ଅତ୍ୟାବଶ୍ୟକୀୟ ଜିନିଷ କଣିବା ପାଇଁ ଇ-କମର୍ସ ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି । ତେବେ ଏହି ସମୟରେ ଜୋକର ନାଁରେ ଏକ ମାଲଓୟର ମୋବାଇଲ ଓ କମ୍ପ୍ୟୁଟରକୁ ଆସୁଥିବା ମହାରାଷ୍ଟ୍ର ସାଇବର ବିଭାଗର ଯାଞ୍ଚ ସମୟରେ ଦୃଷ୍ଟିକୁ ଆସିଛି । ଜୋକର ନାଁରେ ଏହି ମାଲଓୟର ମୋବାଇଲ କିମ୍ବା କମ୍ପୁଟରରେ ବ୍ୟାଙ୍କିଂ କାରବାରବାର ସମୟରେ ୟୁଜରଙ୍କ ଠାରୁ ସେମାନଙ୍କ ଡାଟା ଚୋରି କରୁଥିବା ସୂଚନା ଦେଇଛନ୍ତି ମହାରାଷ୍ଟ୍ର ସାଇବର ବିଭାଗର ମୁଖ୍ୟ ଯଶସ୍ବୀ ଯାଦବ । ଏହା ଏକ ସାଇବର ଅପରାଧ ବୋଲି ସେ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.