thumbnail

UTKAL DIVAS: ଗୀତ ଗାଇଲେ ରାଜ୍ୟପାଳ, ଉତ୍କଳ ଦିବସରେ ଓଡିଆଙ୍କୁ ସ୍ବତନ୍ତ୍ର ଭେଟି

By

Published : Apr 1, 2022, 3:37 PM IST

Updated : Feb 3, 2023, 8:21 PM IST

ଭୁବନେଶ୍ବର: ଉତ୍କଳ ଦିବସ ଅବସରରେ ରାଜ୍ୟପାଳ ଭବନରେ ରିଲିଜ ହେବ 'ବନ୍ଦେ ଉତ୍କଳ ଜନନୀ' ଗୀତ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସମେତ ସଙ୍ଗୀତକାର ଦୀପ୍ତିରେଖା, ହ୍ୟୁମାନ ସାଗର, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଉପସ୍ଥିତ ରହିଛନ୍ତି । ଏହି ଗୀତରେ ରାଜ୍ୟପାଳ କଣ୍ଠଦାନ କରିଛନ୍ତି । ଏହା ସହ ରାଜଭବନରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟକୁ ନେଇ ଶିଳ୍ପୀ ବିଶ୍ବନାଥ ରଣା ତିଆରି ଥିବା କୋଣାର୍କ ଚକ୍ରର ଉଦଘାଟନ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ। ସେହିପରି ଶିଳ୍ପୀ ଏବଂ ତାଙ୍କ ପରିବାରକୁ ସମ୍ମାନିତ କରିଛନ୍ତି ରାଜ୍ୟପାଳ । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.