thumbnail

By

Published : Apr 6, 2022, 6:18 PM IST

Updated : Feb 3, 2023, 8:22 PM IST

ETV Bharat / Videos

Ukraine Crisis: ଖୋଲା ଆକାଶ ତଳେ ଲକ୍ଷାଧିକ ଲୋକ, ମାନବୀୟ ସହାୟତା ପାଇଁ ଲମ୍ବା ଲାଇନ

କିଭ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଆସୁଛି ଗୋଟିଏ ପରେ ଗୋଟିଏ ହୃଦୟ ବିଦାରକ ଦୃଶ୍ୟ । ମାରିୟୁପୋଲ ସହରରେ ଖୋଲା ଆକାଶ ତଳେ ଲକ୍ଷାଧିକ ସାଧାରଣ ଜନତା । ମାନବୀୟ ସହାୟତା ପାଇ ଲାଗିଛି ଲମ୍ବା ଲାଇନ । ଦେଶରେ ଘନଘନ ଆକ୍ରମଣ ମଧ୍ୟରେ ମିଳୁନି ଖାଦ୍ୟ, ପାଣି ଓ ଜରୁରୀ ସାମଗ୍ରୀ । ହାହାକର ମଧ୍ୟରେ ଦିନ କାଟୁଛନ୍ତି ୟୁକ୍ରେନବାସୀ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.