thumbnail

By

Published : Aug 8, 2022, 9:48 PM IST

Updated : Feb 3, 2023, 8:26 PM IST

ETV Bharat / Videos

ବନ୍ୟା ପାଣିରେ ଉବୁଟୁବୁ ଗାଁ, ବେକେ ପାଣିରେ ମୃତଦେହକୁ ନେଲେ ସମ୍ପର୍କୀୟ

ବେଙ୍ଗାଲୁରୁ: ବେକେ ପାଣିରେ ବୁହାହେଲା ମୃତଦେହ । କର୍ଣ୍ଣାଟକରେ ଲଗାଣ ବର୍ଷା ଯୋଗୁଁ ଚାରିଆଡ଼େ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା । ଏହି ସମୟରେ ଶ୍ରୀରଙ୍ଗପାଟଣାର ମହାଦେବପୁର ଗ୍ରାମରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ତିମ ସଂସ୍କାର ପାଇଁ ତାଙ୍କୁ ବେକେ ପାଣିରେ ଶ୍ମଶାନକୁ ନିଆଯାଉଥିବା ଦେଖିବାକୁ ମିଳିଥିଲା । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:26 PM IST

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.