ETV Bharat / sukhibhava

ହଠାତ ଗୋଟିଏ ମାସ ମଦ ଛାଡିଦେଲେ କଣ ହେବ ? ଶରୀର ଉପରେ ଏହି ପ୍ରଭାବ ପଡିପାରେ - ମଦ ଛାଡିଲେ କଣ ହେବ

ଆପଣ ମଦ ଛାଡିବା ପାଇଁ ଚେଷ୍ଟା କରୁଛନ୍ତି କି ? ଅଥବା ହଠାତ ଗୋଟିଏ ମାସ ମଦ ଛାଡିବା କଥା ଚିନ୍ତା କରୁଛନ୍ତି କି ? ଶରୀର ଉପରେ ଏହି ପ୍ରଭାବ ପଡିପାରେ । ଅଧିକ ପଢ଼ନ୍ତୁ

Benefits of Giving up Alcohol for a Month

author img

By

Published : Jul 5, 2023, 7:10 AM IST

ହାଇଦ୍ରାବାଦ: ଆଜିକାଲି ବଡ଼ କିମ୍ବା ଛୋଟ ପାର୍ଟି କିମ୍ବା କୌଣସି ପ୍ରକାରର କାର୍ଯ୍ୟକ୍ରମରେ ମଦ୍ୟପାନର ବ୍ୟବହାର ସାଧାରଣ କଥା ପାଲଟିଗଲାଣି । କିନ୍ତୁ କିଛି ଲୋକଙ୍କ ଅଭ୍ୟାସ ଅଛି ଯେଉଁମାନ ପ୍ରାୟ ପ୍ରତିଦିନ ମଦ୍ୟପାନ କରନ୍ତି। ତେବେ ପ୍ରତିଦିନ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଖବର ଅନେକ ପ୍ରକାର ଭଲ ସୂଚନା ଦେଇପାରେ। ଯେଉଁମାନେ ପ୍ରତିଦିନ ମଦ୍ୟପାନ କରନ୍ତି, ଏକ ମାସ ପାଇଁ ମଦ୍ୟପାନ ତ୍ୟାଗ କରିବାକୁ ଚେଷ୍ଟା କରନ୍ତି, ଏହାର ଫଳାଫଳ ଦେଖି ସେମାନେ ବହୁତ ଆଶ୍ଚର୍ଯ୍ୟ ହେବେ। ତେବେ ଡାକ୍ତରଙ୍କ କହିବା ଅନୁସାରେ, 2-3 ଦିନ ବ୍ୟବଧାନରେ ଯେଉଁମାନେ ମଦ୍ୟପାନ କରନ୍ତି ସେମାନେ ମୋଟାପଣ, ଉଚ୍ଚ ରକ୍ତଚାପ ଏବଂ ମଧୁମେହର ଶିକାର ହୋଇପାରନ୍ତି।

ଯେଉଁମାନେ ସପ୍ତାହରେ ଗୋଟିଏ ଦିନରୁ ଅଧିକ ମଦ୍ୟାପାନ କରିଥାଆନ୍ତି: ଏକ ଆର୍ଟିକେଲ ଦ୍ବାରା ପ୍ରକାଶିତ ଖବରରେ କୁହାଯାଇଛି ଯେ, ଯେଉଁମାନେ ପ୍ରତିଦିନ 500 ମିଲିରୁ ଅଧିକ ମଦ୍ୟପାନ କରନ୍ତି । ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ମଦ୍ୟପାନର ଅପବ୍ୟବହାର ଏବଂ ମଦ୍ୟପାନ ଉପରେ ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟର ରିସର୍ଚ୍ଚ ଅନୁଯାୟୀ, ଯଦି ଆପଣ ସପ୍ତାହରେ ଗୋଟିଏ କିମ୍ବା 5 ଦିନ ପିଅନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣ ଅତ୍ୟଧିକ ମଦ୍ୟପାନ କରନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ ।

ଏହା ମଧ୍ୟ ପଢନ୍ତୁ: ଗୋଟିଏ ମାସ ଚିନି ନଖାଇଲେ ଶରୀର ଉପରେ କଣ ରହିବ ପ୍ରଭାବ, ଏମିତି କହିଲେ ଏକ୍ସପର୍ଟ

ଯଦି ହଠାତ ଗୋଟିଏ ମାସ ମଦ ଛାଡିଦେଲେ କଣ ହେବ ?: ଡାକ୍ତରଙ୍କ କହିବା ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଅଧିକ ମଦ୍ୟପାନ କରିବାର ଅଭ୍ୟାସ ଥାଏ। ଏହି କାରଣରୁ ସେମାନେ ଶାରୀରିକ, ସାମାଜିକ ଏବଂ ପାରିବାରିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାଲେ ଏଭଳି ପରିସ୍ଥିତିରେ ସମ୍ପୁର୍ଣ୍ଣ ରୂପେ ମଦ ଛାଡିବା ଆବଶ୍ୟକ ଅଟେ। ମଦ୍ୟପାନ କରିବା ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏପରି ପରିସ୍ଥିତିରେ, ଆପଣ ଏହାକୁ ଛାଡିବା ବିଷୟରେ ଚିନ୍ତା କରିବା ଉଚିତ । ଏଭଳି ପରିସ୍ଥିତିରେ ସବୁଦିନ ପାଇଁ ମଦ୍ୟପାନ ଛାଡିବାକୁ ଚିନ୍ତା କରିବା ଆବଶ୍ୟକ। ଯଦି ଏକ ମାସ ପାଇଁ ହଠାତ ମଦ୍ୟପାନ ଛାଡିଦିଆଯାଏ ତେବେ ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପଡିବ ବୋଲି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ତେବେ ଏହାଦ୍ବାରା ଅଧିକ କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇନଥାଏ । କେତେକ କ୍ଷେତ୍ରରେ କେବଳ ମାନସିକ ସ୍ବାସ୍ଥ୍ୟ ଉପରେ କମ ମାତ୍ରାରେ ପ୍ରଭାବ ପକାଇଥାଏ ।

ଏକ ମାସ ପର୍ଯ୍ୟନ୍ତ ମଦ୍ୟପାନରୁ ଦୂରେଇ ରହିବା ଯକୃତର ସ୍ବସ୍ଥ୍ୟରେ ଉନ୍ନତି ଆଣିପାରେ । ଯକୃତ ରୋଗ ହେବାର ଆଶଙ୍କା କମିଯାଇଥାଏ । ହୃଦରୋଗର ଆଶଙ୍କା ବି କମ୍ ରହିଥାଏ । ଏହି ସମସ୍ତ ରୋଗ ସହିତ ଉଚ୍ଚ ରକ୍ତଚାପ ଏବଂ କର୍କଟ ଭଳି ରୋଗ ହେବାର ଆଶଙ୍କା କମ୍ ରହିଥାଏ । ଏହା ସହିତ ସ୍ମୃତି ଶକ୍ତି ଏବଂ ମନର ଏକାଗ୍ରତା ମଧ୍ୟ ବୃଦ୍ଧି ପାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.