ETV Bharat / sukhibhava

ଉଦାସ ମନୋଭାବ ଯୋଗୁଁ ମନ ବିଚଳିତ ହେବ, ଦୃଢ ସଂକଳ୍ପ ସହ ସବୁ କାର୍ଯ୍ୟରେ ସଫଳ ହେବେ ଏହି ରାଶିର ବ୍ୟକ୍ତି

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By ETV Bharat Odisha Team

Published : Nov 8, 2023, 12:05 AM IST

ମେଷ: ଧୈର୍ଯ୍ୟ ଧରନ୍ତୁ । ଆପଣଙ୍କ କଠିନ ପରିଶ୍ରମର ଫଳ ମିଳିବ । ମାତ୍ର ଆପଣ ନିଜ କାର୍ଯ୍ୟ୍ୟ ବ୍ୟସ୍ତତା ଯୋଗୁଁ ଘର କଥାରେ ମନୋନିବେଶ କରିବାକୁ ସମୟ ପାଇବେ ନାହିଁ । ନିଜର ପାକସ୍ଥଳୀ ଜନିତ ଯନ୍ତ୍ରଣା ତଥା ସନ୍ତାନ ସନ୍ତତିଙ୍କ ଭବିଷ୍ୟତ ଚିନ୍ତା ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିପାରେ । ସରକାରୀ କାର୍ଯ୍ୟ୍ୟଟିକୁ ଆପଣ ସୁଚାରୁ ରୂପେ ତୁଲାଇବାରେ ସକ୍ଷମ ହେବେ । ଆଜି ଦିନଟି ମିଶ୍ରିତଫଳ ପ୍ରଦାନକାରୀ ଅଟେ ।

ବୃଷ: ଆପଣଙ୍କ ଦୃଢ ବିଶ୍ୱାସ ଓ ସଂକଳ୍ପ ଆପଣଙ୍କୁ ସବୁ କାର୍ଯ୍ୟ୍ୟରେ ସାଫଲ୍ୟମଣ୍ଡିତ କରିପାରେ । ତେଣୁ ଆପଣଙ୍କ ହୃଦୟରେ ଖୁସିର ଲହରୀ ସୃଷ୍ଟି ହେବ । ପିତୃପକ୍ଷ ଲୋକମାନଙ୍କ ଦ୍ୱାରା ଆପଣ ଉପକୃତ ହେବାର ସମ୍ଭାବନା ଅଛି । ବିଦ୍ୟାର୍ଥୀମାନେ ନିଜ ପାଠପଢାରେ ମନୋନିବେଶ କରି ବେଶ ସଫଳତା ଅର୍ଜନ କରିପାରିବେ । ଆପଣ ନିଜର ସନ୍ତାନ ସନ୍ତତିଙ୍କ ସୁଖୀ ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରିବେ । ନିଜର ଦାୟିତ୍ୱକୁ ନିଜେ ବହନ କରି କୃତକାର୍ଯ୍ୟ ହେବାହିଁ ଆଜି ଦିନର ବିଶେଷତ୍ୱ ।

ମିଥୁନ: ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କ ସହାୟତାରେ ସରକାରୀ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିପାରିବେ। ଆପଣଙ୍କର କାର୍ଯ୍ୟକଳାପ ସନ୍ତୋଷ ଜନକ ହୋଇଥିବାରୁ ସମସ୍ତଙ୍କର ପ୍ରଶଂସା ଭାଜନ ହୋଇପାରିବେ। ପଡ଼ୋଶୀ ଓ ବନ୍ଧୁ ମାନଙ୍କର ସହ ମତାନ୍ତର ଦୂର ହୋଇଯାଇପାରେ । ଆଜି ଆପଣଙ୍କ ଚିନ୍ତାଧାରା ଓ ବ୍ୟବହାରରେ ଏକ ବିଶେଷ ପରିବର୍ତ୍ତନ ଦେଖାଦେଇପାରେ । ନିଜର ସ୍ୱାସ୍ଥ୍ୟ ତଥା ଆର୍ଥିକ ସ୍ଥିତି ପ୍ରତି ସଚେତନ ହୁଅନ୍ତୁ ।

କର୍କଟ: ନିଜକୁ ସତର୍କ ରହିବା ପାଇଁ ପ୍ରୟାସ କରନ୍ତୁ । ଆପଣଙ୍କର ଶାରୀରିକ ତଥା ମାନସିକ ସ୍ଥିତି ଭଲନଥିବାରୁ ବିଶ୍ରାମ ନେବା ଆପଣଙ୍କ ପାଇଁ ଜରୁରୀ ଅଟେ । ଅସନ୍ତୋଷ ଓ ଉଦାସ ମନୋଭାବ ଯୋଗୁଁ ମନ ବିଚଳିତ ହେବ ଏବଂ ଆପଣ ପ୍ରତି କଥାରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି । ତେଣୁ ପରିବାରର ସଦସ୍ୟମାନଙ୍କ ନିମିତ୍ତ ନିଜର ଆଚରଣ ଓ ବ୍ୟବହାରକୁ ମାର୍ଜିତ କରନ୍ତୁ । ସର୍ବୋତ୍ତମ ଫଳ ହାସଲ କରିବାକୁ ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ କରିବା ବାଞ୍ଛନୀୟ ।

ସିଂହ: ଆତ୍ମବିଶ୍ୱାସ ଏବଂ ସ୍ୱଚ୍ଛ ମନ ନେଇ ଆପଣ ଯେ କୌଣସି ଯୋଜନାର ସଫଳ ରୁପାୟନ କରିପାରିବେ । ଏହାଦ୍ୱାରା ସାମାଜିକ ଜୀବନରେ ଆପଣଙ୍କର ମର୍ଯ୍ୟାଦା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଆପଣଙ୍କୁ ଆତ୍ମସନ୍ତୋଷ ମିଳିବ । ଆପଣଙ୍କର ପିତା ଆପଣଙ୍କୁ ପ୍ରତି ପଦକ୍ଷପରେ ସାହାଯ୍ୟ କରିବେ । ନିଜର ହିଂସୁକ ମନୋବୃତ୍ତି ପରିହାର କରିପାରିଲେ ପରିସ୍ଥିତି ଅନ୍ୟରୁପ ନେଇପାରେ । ଆପଣ ନିଜେ ଶାରିରୀକ ଅସୁସ୍ଥତା ଭୋଗ କରିପାରନ୍ତି । ତେଣୁ ଶରୀରର ଯତ୍ନ ନେବା ବିଧେୟ ଅଟେ ।

କନ୍ୟା: ନିଜ ଉପରେ ଏତେ ଚାପ ପଡିବ ଯେ ଆପଣ ଶାନ୍ତି ପାଇବେ ନାହିଁ। ବନ୍ଧୁ ଓ ପ୍ରିୟଜନଙ୍କ ସଙ୍ଗେ ଯୁକ୍ତିତର୍କ କିମ୍ୱା ପାଟିତୁଣ୍ଡ କରନ୍ତୁ ନାହିଁ। ଏପରି ଅପ୍ରୀତିକର ପରିସ୍ଥିତିଠାରୁ ଦୁରେଇ ନରହିଲେ ଏହା ଆପଣଙ୍କର ଶରୀର ଉପରେ କୁପ୍ରଭାବ ପକାଇପାରେ। ଧର୍ମକାର୍ଯ୍ୟରେ ଯୋଗଦାନ କରି ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଧ୍ୟାନକଲେ ଆପଣ ଆପଣଙ୍କର ମାନସିକ ଶାନ୍ତି ଫେରିପାଇ ପାରନ୍ତି। ନିଜ ଶରୀରର ଯତ୍ନ ନିଅନ୍ତୁ।

ତୁଳା: ସମସ୍ତ ଦିଗରୁ ଆମଦାନୀ ଆପଣଙ୍କ ସୁଖକୁ ଆହୁରି ବୃଦ୍ଧି କରିବ । ଦରମା ବୃଦ୍ଧି ହେବ । ଦୂର ଜନିତ ଦୂରଯାତ୍ରା ପାଇଁ ଯନ୍ତ୍ରଣା ହୋଇପାରେ । ଜୀବନ ସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନୋବାଞ୍ଛା ପୂର୍ଣ୍ଣ ହେବ । ସୁଖାଦ୍ୟ ପ୍ରାପ୍ତି ହୋଇପାରେ ।

ବିଛା: କାର୍ଯ୍ୟାଳୟର ପରିବେଶ ଆପଣ ସହଜ ଓ ଲାଭଦାୟକ ହେବ । ସହକର୍ମୀମାନେ ଖୁସି ହେବେ, ସହଜରେ କାର୍ଯ୍ୟ ସାଧନ କରିବେ, ସାମାଜିକ ପ୍ରତିଷ୍ଠା ମିଳିବ, ପଦୋନ୍ନତି ହେବ ଏବଂ ପାରିବାରିକ ଅବସ୍ଥା ଶାନ୍ତ ହେବ। ଅଫିସ କାମରେ ଦୂରକୁ ଯିବେ ।

ଧନୁ: ଆପଣଙ୍କ ଶାରୀରିକ ଅସୁସ୍ଥତା ଆଜି ଚିନ୍ତାର କାରଣ ହୋଇପାରେ । ଆପଣଙ୍କ ଶାରୀରିକ ମାନ୍ଦାପଣ ଏବଂ ଅକ୍ଷମତା ମାନସିକ ଅଶାନ୍ତିର କାରଣ ହୋଇପାରେ । ବ୍ୟବସାୟରେ ବାଧାବିଘ୍ନ ଉପୁଜିପାରେ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଅନୁରୂପ ବିଘ୍ନ ଦେଖାଦେଇପାରେ । ବିପଦ ସଙ୍କୁଳ ଚିନ୍ତା ତ୍ୟାଗ କରନ୍ତୁ । ବ୍ୟହାରରେ ସଂଯମତା ରକ୍ଷା କରନ୍ତୁ । ଯତ୍ନ ସହକାରେ ଯୋଜନାକୁ ପରିଚାଳିତ କରନ୍ତୁ । ପ୍ରତିଯୋଗୀଙ୍କ ସହ ଝଗଡ଼ା କରନ୍ତୁ ନାହିଁ ।

ମକର: ଅଚାନକ ଦେହ ଖରାପ କାରଣରୁ ଖର୍ଚ୍ଚ ବଢିବ । ସାମାଜିକ ଓ ନିତ୍ୟଦିନ କାର୍ଯ୍ୟ କରିବେ । ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ । ଅସ୍ଥିର ହୁଅନ୍ତୁ ନାହିଁ । ସୁନ୍ଦର କଥା ମନକୁ ଆଣି ଦୁଃଚିନ୍ତାକୁ ଦୂର କରନ୍ତୁ । କାର୍ଯ୍ୟାଳୟର ବାତାବରଣ ଆପଣଙ୍କ ସହାୟ ହେବ । ତୁମ ବ୍ୟବସାୟୀ ସାଙ୍ଗମାନଙ୍କ ସହ ମତ ପାର୍ଥକ୍ୟ ହେବ । ସରକାରୀ କାମ ନିଜର ସୁଦକ୍ଷତା ଓ କୁସଳତା ଶୈଳୀରେ ସମାପନ କରିବେ ।

କୁମ୍ଭ: ସମସ୍ତ କାର୍ଯ୍ୟ ସାହାସ ତଥା ସୁଚିନ୍ତାମୂଳକ ଭାବରେ ସମାପନ ହେବ । ବୁଲି ଯିବାର ସମ୍ଭାବନା ରହିଛି । କୌଣସି କାରଣରୁ ଆପଣଙ୍କ ଅନ୍ତରର ଇଚ୍ଛା ବଢ଼ିବ ଏବଂ ନିଜକୁ ନୂତନ ବସ୍ତ୍ର ଦ୍ୱାରା ସୁସଜ୍ଜିତ କରିବେ । ଆପଣଙ୍କ ଜୀବନସାଥି ଆପଣଙ୍କ ଉନ୍ନତି ଆଣିବାରେ ସହାୟ ହେବେ।

ମୀନ: ଆଜି ଦିନଟି ଫଳ ପ୍ରଦ ଅଟେ । ଶାରୀରିକ ଅବସ୍ଥା ଭଲ ରହିବ । ପରିବାରରେ ସୁଖ ଶାନ୍ତି ମିଳିବ । ଶତୃଠାରୁ ଜୟ ହେବେ। ଦୁଃଚିନ୍ତାରୁ ନିବୃତ୍ତ ରୁହନ୍ତୁ । ସାଙ୍ଗସାଥି ମାନେ ସହାୟ ହେବେ । ପିତା ମାତାଙ୍କଠାରୁ ଭଲ ଖବର ପାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.