ETV Bharat / sukhibhava

ଶୀତଦିନରେ ତ୍ବଚାର ସମସ୍ତ ସମସ୍ୟାକୁ ଦୂର କରେ ଘିଅ କୁଆଁରୀ !

ଶୀତଦିନେ ତ୍ବଚା ସମସ୍ୟା ଅନେକଙ୍କୁ ଅସୁବିଧାରେ ପକାଇଥାଏ । ଏଥିପାଇଁ ଅଧିକାଂଶ ଲୋକ କେମିକାଲ୍‌ଯୁକ୍ତ ପ୍ରଡକ୍ଟ ବ୍ୟବହାର ପାଇଁ ବାଧ୍ୟ ହୋଇଥାନ୍ତି । ତେବେ ଜାଣନ୍ତି କି ପ୍ରକୃତିରୁ ଏକ ଏପରି ଉପାଦନ ମିଳିଥାଏ, ଯାହା ସମସ୍ତ ପ୍ରକାର ଚର୍ମ ସମସ୍ୟାକୁ ଦୂର କରେ । ଜାଣନ୍ତୁ କଣ ଏହି ଉପାଦାନ

aloe vera
aloe vera
author img

By

Published : Jan 2, 2023, 7:47 PM IST

Updated : Jan 3, 2023, 9:00 AM IST

ନୂଆଦିଲ୍ଲୀ: ଆଲୋବେରା ବା ଘିଅ କୁଆଁରୀ ଶୁଷ୍କ ଚର୍ମ ପାଇଁ ସର୍ବୋତ୍କୃଷ୍ଟ ବୋଲି ବିବେଚନା କରାଯାଏ । ବିଶେଷ କରି ଶୀତଦିନରେ ଚର୍ମ ଆର୍ଦ୍ର ହୋଇଯାଏ, ଫଳରେ ଚର୍ମ ଶୁଷ୍କ ହେବା ସହ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । ଯଦି ଶୀତଦିନେ ଚେହେରାରେ ଚମକ ବଜାୟ ରଖିବାକୁ ଚାହୁଁଛନ୍ତି ତେବେ ନିମ୍ନରେ ଦିଆଯାଇଥିବା କେତେକ ଟିପ୍ସ ଆପଣାଇ ପାରିବେ...

ରାସାୟନିକ ମଶ୍ଚରାଇଜର କେବଳ ଏକ ଅସ୍ଥାୟୀ ସମାଧାନ । ସେଗୁଡିକ ଅସ୍ଥାୟୀ ଭାବରେ ଚର୍ମର ବାହ୍ୟ ସ୍ତରକୁ ଆର୍ଦ୍ର କରନ୍ତି । କିନ୍ତୁ ଏହି ପ୍ରଭାବ କ୍ଷଣସ୍ଥାୟୀ । ଆଲୋ ଲିକ୍ୱିଡ୍ ସାବୁନ୍(Aloe Liquid Soap) ତ୍ବଚା ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ । ଆଲୋ ଲିକ୍ୱିଡ୍ ସୋପ୍‌ ଭିଟାମିନ୍-ଇ ଏବଂ ପ୍ରାକୃତିକ ଫ୍ୟାଟି ଏସିଡ୍ ଯୋଗାଇଥାଏ । ଏହା ଚର୍ମକୁ କୋମଳ କରିଥାଏ ।

ଆଲୋ ବଡି ୱାଶ୍ ଏକ ମୃଦୁ, ପ୍ରଭାବଶାଳୀ କ୍ଲିଜର୍, ଯାହା ଚର୍ମକୁ ମଧ୍ୟ କଣ୍ଡିସନ୍ କରିଥାଏ । ଆଲୋ ବଡି ୱାଶ୍ ତ୍ୱଚାକୁ ସବୁଠୁ ଭଲ ଭାବେ ସଫା କରିଥାଏ । ଚର୍ମର ହାଇଡ୍ରେସନ୍ ଏବଂ ଆର୍ଦ୍ରତା ଧାରଣରେ PH- ସନ୍ତୁଳିତ ଆଲୋ ବଡି ୱାଶ୍ ସାହାଯ୍ୟ କରେ । ଆଲୋ ଭେରା, ଏକ ପ୍ରମୁଖ ଉପାଦାନ, ଆର୍ଦ୍ରତାକୁ ପ୍ରୋତ୍ସାହିତ କରୁଥିବାବେଳେ ଭିଟାମିନ୍-ଏ, ସି, ଏବଂ ଇ ସୁସ୍ଥ ଦେଖାଯାଉଥିବା ଚର୍ମକୁ ପୁଷ୍ଟିକର କରିଥାଏ ଏବଂ ଚର୍ମକୁ ବାର୍ଦ୍ଧକ୍ୟରୁ ରୋକିଥାଏ ।

ଆପଣ ଆଲୋ ବଡି ୱାଶର ଭିନ୍ନଭିନ୍ନ ରଙ୍ଗରେ ସାମାନ୍ୟ ପାର୍ଥକ୍ୟ ଚିହ୍ନଟ କରିପାରିବେ । ଆଲୋବେରା, ଅର୍ଗାନ୍ ଅଏଲ୍, ଆର୍ନିକା ଫ୍ଲାୱାର ଏକ୍ସଟ୍ରାକ୍ଟ ଏବଂ ହାଇଡ୍ରୋଲାଇଜ୍ଡ ଜୋଜୋବା ଏଷ୍ଟର୍ ଭଳି ଉପାଦାନ, ଯାହା ହାଇଡ୍ରେସନ୍ ଏବଂ ମସୃଣତା ବୃଦ୍ଧି ସାଙ୍ଗକୁ ଚର୍ମକୁ କୋମଳ କରିଥାଏ ।

ଏଲୋଭେରା ବା ଘିଅ କୁଆଁରୀ ସବୁବେଳେ ଏହାର ଉପକାରୀ ଗୁଣ ଓ ମଲଟି ଟାସ୍କିଂ ପ୍ରପର୍ଟି ପାଇଁ ବେଶ୍ ଜଣାଶୁଣା । ମହିଳାମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧିରେ ଏହା ସହାୟକ ହୋଇଥାଏ । ଆଲୋ ଜେଲ୍‌ରେ ଭିଟାମିନ ଓ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ । ତେଣୁ ଆଲୋଭେରା ଏକ ହିଲିଂ ଏଜେଣ୍ଟ ଭାବେ କାମ କରେ । ଅତିରିକ୍ତ ଭାବେ ଆଲୋ ଜେଲ୍‌ରେ ଥାଏ ଉଚ୍ଚମାତ୍ରାରେ ଜଳୀୟ ଅଂଶ । ତେଣୁ ଏହା ହାଇଡ୍ରେଟର ଭାବେ ବି କାମ ଦିଏ । ଆସନ୍ତୁ ଜାଣିବା ଏଲୋଭେରାର ପ୍ରମୁଖ ଫାଇଦା ସମ୍ପର୍କରେ ।

ସେହିପରି ଆଲୋବେରା ଆଖି ତଳେ କଳାଦାଗ ବା ଡାର୍କ ସର୍କଲ ଓ ଅଣ୍ଡର ଆଇ ବ୍ୟାଗ୍ ହଟାଇବାରେ ବେଶ୍ ସହାୟକ ହୋଇଥାଏ । ଲମ୍ବା ସମୟ ଧରି ଟିଭି ବା ମୋବାଇଲ ପରଦାକୁ ଚାହିଁରହିଲା ପରେ ଆଲୋବେରା ରସ ଲଗାଇଲେ ଆଖିକୁ ଆରାମ ମିଳେ । ଏହା ବେଶ୍ ହାଲୁକା ଓ ଆଣ୍ଟଅକ୍ସିଡାଣ୍ଟରେ ସମୃଦ୍ଧ ଥିବାରୁ ଆଖିତଳ ତ୍ୱଚାକୁ ହାଇଡ୍ରେଟ୍ କରିଥାଏ । ଏଥିସହ ଆଲୋବେରା ଜେଲ୍ ସ୍ୱଭାବରେ ଅତ୍ୟଧିକ ଅଠାଳିଆ । ଏହା ତ୍ୱଚାରେ ବସିଯାଇଥାଏ ଓ ଆର୍ଦ୍ରତା ଦୂର କରେ । ଫଳରେ କୌଣସି ମେକଅପ୍ ବା ଆବର୍ଜନା ବିରୋଧରେ ଏହା ସୁରକ୍ଷାସ୍ତର ଭାବେ କାମ କରିଥାଏ । ଆଲୋବେରା ଜେଲ୍ ଦ୍ୱାରା କୌଣସି ଛିଦ୍ର ଦୃଶ୍ୟମାନ ହୁଏ ନାହିଁ ।

Last Updated : Jan 3, 2023, 9:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.