ETV Bharat / sukhibhava

Type 2 Diabetes: ଚା' କମାଇପାରେ ଟାଇପ୍ 2 ମଧୁମେହ ଆଶଙ୍କା - ଚାର ଉପରକାରିତା

ମଧ୍ୟମ ପରିମାଣରେ ଚା' ପିଇବା ଦ୍ବାରା ଟାଇପ୍ 2 ମଧୁମେହ ଆଶଙ୍କା କମ୍ ଥାଏ(Drinking tea may reduce risk of Type 2 Diabetes) । ଅଧିକ ପଢନ୍ତୁ

Type 2 Diabetes: ଚା' ପିଇଲେ ଟାଇପ୍ 2 ମଧୁମେହ ଆଶଙ୍କା କମିପାରେ

author img

By

Published : Sep 19, 2022, 1:59 PM IST

ନୂଆଦିଲ୍ଲୀ: ଟାଇପ୍ 2 ମଧୁମେହ(Type 2 Diabetes) ଆଶଙ୍କା ହ୍ରାସ କରିପାରେ ଚା' ! ଆଠଟି ଦେଶରୁ 1 ମିଲିୟନରୁ ଅଧିକ ଲୋକଙ୍କ ଉପରେ ହୋଇଥିବା ଅନୁସନ୍ଧାନରୁ ଏପରି ଜଣାପଡିଛି । ଅନୁସନ୍ଧାନ ଅନୁଯାୟୀ, ବ୍ଲାକ୍, ଗ୍ରୀନ କିମ୍ବା ଓଲଙ୍ଗ ଚା’କୁ ମାଧ୍ୟମ ରୂପେ ଗ୍ରହଣ କଲେ ଏହା ଟାଇପ୍-୨ ଡାଇବେଟିସ୍ ହେବାର (Drinking tea may reduce risk of Type 2 Diabetes)ଆଶଙ୍କା ହ୍ରାସ କରିଥାଏ ।

ସ୍ବିଡେନର ଷ୍ଟକହୋମରେ(19-23 ସେପ୍ଟେମ୍ବର) ଚଳିତ ବର୍ଷର ୟୁରୋପୀୟ ଆସୋସିଏସନ୍ ଫର୍ ଷ୍ଟଡି ଅଫ୍ ଡାଇବେଟିସ୍(European Association for the Study of Diabetes, EASD) ବାର୍ଷିକ ବୈଠକରେ ଉପସ୍ଥାପିତ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ଦିନକୁ ଅତି କମରେ ଚାରି କପ୍ ଚା ପିଇବା ଦ୍ବାରା ହାରାହାରି 10 ବର୍ଷ ମଧ୍ୟରେ 17 ପ୍ରତିଶତ ଟାଇପ 2 ଡାଇବେଟିସ କମ୍ ହୋଇଥାଏ ।

ଓଲଙ୍ଗ ଚା' ହେଉଛି ଏକ ପାରମ୍ପାରିକ ଚାଇନିଜ୍ ଚା', ଯାହା ଗ୍ରୀନ ଏବଂ ବ୍ଲାକ ଟି ତିଆରିରେ ବ୍ୟବହୃତ ସମାନ ଉଦ୍ଭିଦରୁ ତିଆରି । ତେବେ ଚା' ପ୍ରକ୍ରିୟାକରଣ ହୋଇଥାଏ, ସବୁଜ ଚା'କୁ ଅଧିକ ଅକ୍ସିଡାଇଜ୍ କରିବାକୁ ଦିଆଯାଇନଥାଏ, କଳା ଚାକୁ କଳା ହେବା ପର୍ଯ୍ୟନ୍ତ ଅକ୍ସିଡାଇଜ୍ କରାଯାଉ ଥିବାବେଳେ ଓଲଙ୍ଗ ଚା ଆଂଶିକ ଅକ୍ସିଡାଇଜ୍ ହୋଇଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.