ETV Bharat / sukhibhava

Horoscope: ଅକ୍ଟୋବର 28 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - ଆଜିର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By ETV Bharat Odisha Team

Published : Oct 28, 2023, 12:01 AM IST

ମେଷ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ । ନିଜକୁ ଏକାଗ୍ର ଚିତ୍ତ ଏବଂ ସ୍ଥିର ଚିତ୍ତରେ ରହିବାକୁ ଅସମର୍ଥ ହେବେ। ଏଥିପାଇଁ ଆପଣ ଧ୍ୟାନ ଓ ଯୋଗର ସାହାଯ୍ୟ ନେଲେ ଏଥିରୁ ମୁକ୍ତି ପାଇପାରିବେ। ପୁଞ୍ଜି ବିନିଯୋଗକାରୀମାନେ ନିଜର ପୁଞ୍ଜିକୁ ବହୁ ଯାଗାରେ ବିନିଯୋଗ କରି କୌଣସି ସଫଳ ପାଇବେ ନାହିଁ। ଆଜି କୌଣସି ଆଇନ ସମ୍ପର୍କିତ କାଗଜରେ ଦସ୍ତଖତ କରିବାବେଳେ ସତର୍କତା ଅବଲମ୍ଵନ କରନ୍ତୁ। ସନ୍ଧ୍ୟାରେ ସମସ୍ୟାର ପରିବର୍ତ୍ତନ ହୋଇ ସୁଖଶାନ୍ତି ମିଳିପାରେ। ପାରିବାରିକ ପରିବେଶ ଅତ୍ୟନ୍ତ ପ୍ରିତିକର ଓ ମଧୁମୟ ହେବ। ଆପଣ ନିଜର ଖର୍ଚ୍ଚ ପ୍ରତି ସଜାଗ ରୁହନ୍ତୁ। ଅତ୍ୟଧିକ ଖର୍ଚ୍ଚ ଆପଣଙ୍କ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିପାରେ।

ବୃଷ: ଆପଣଙ୍କ ପରିବାର ଏବଂ ପିଲା ବିଷୟରେ ଭଲ ଖବର ଆପଣଙ୍କୁ ଅତି ଉତ୍ସାହିତ କରିବ। ଆପଣ ଆପଣଙ୍କର ପିଲାଦିନର ସାଙ୍ଗମାନଙ୍କ ସହ ମିଶିବାରେ ଏବଂ ଆପଣଙ୍କର ସ୍କୁଲ୍‌ ଦିନର କଥା ମନେ ପକାଇ ଅତି ଖୁସି ଅନୁଭବ କରିବେ। ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଏହି ଦିନଟି ଏକ ଅତି କଷ୍ଟ ଦିନ ଅଟେ। ଏଣୁ ସଠିକ୍‌ ସ୍ଥାନରେ ନିବେଶ କରୁଛନ୍ତି କି ନାହିଁ ସୁନିଶ୍ଚିତ ହେବେ । ଆଇନ୍‌ ଏବଂ କୋର୍ଟ୍‌ ଘଟଣାରେ ଅଧିକ ସତର୍କତା ଅବଲମ୍ବନ କରିବେ ।

ମିଥୁନ: ଆଜି ଦିନଟି ବ୍ୟବସାୟୀ ଓ ସେମାନଙ୍କ ବ୍ୟବସାୟ ପାଇଁ ସର୍ବୋତ୍କୃଷ୍ଟ ଅଟେ । ଆଜି ସେମାନଙ୍କର ପ୍ରଚୁର ଲାଭ ହେବ । କର୍ମଜୀବୀଙ୍କ ନିମନ୍ତେ ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ ଅଟେ । ଅଫିସରେ ଆପଣଙ୍କର କର୍ମଦକ୍ଷତା ଓ କଠିନ ପରିଶ୍ରମର ଫଳ ସ୍ୱରୁପ ଆପଣ ନିଜର ହାକିମଙ୍କ ପ୍ରିୟପାତ୍ର ହୋଇପାରିବେ। ଏହି ଖୁସିରେ ସେ ଆପଣଙ୍କର ପଦୋନ୍ନତି କରିପାରନ୍ତି । ଦିବସଟିକୁ ମଧୁମୟ କରିବାକୁ ଆଜି ସନ୍ଧ୍ୟାରେ ଆପଣ ନିଜର ବନ୍ଧୁମାନଙ୍କ ସହ ବାହାରକୁ କିମ୍ଵା ବଣଭୋଜି କରିବାକୁ ଯାଇପାରନ୍ତି । ଅର୍ଥଲାଭ ହୋଇପାରେ । ଭବିଷ୍ୟତରେ ଆହୁରି ଅଧିକ ଅର୍ଥଲାଭ ହେବାର ସମ୍ଭାବନା ମଧ୍ୟ ରହିଛି ।

କର୍କଟ: ଦିବସଟିର ପ୍ରଥମାର୍ଦ୍ଧ ଭଲରେ ନକଟିଲେ ମଧ୍ୟ ପ୍ରତି ଘଣ୍ଟାରେ ଏହା କ୍ରମଶଃ ଶୁଭଫଳ ଦେବାରେ ସକ୍ଷମ ହେବ। ଆପଣ ଉତ୍କଣ୍ଠିତ ହୋଇ ରହିବେ। ପାକସ୍ଥଳୀ ଜନିତ ଯନ୍ତ୍ରଣା ଭୋଗିପାରନ୍ତି । ଶରୀର ପାଇଁ ହିତକାରୀ ଖାଦ୍ୟ ଖାଆନ୍ତୁ। ମାନସିକ ଶାନ୍ତି ପାଇବାକୁ ଧ୍ୟାନ ଓ ଯୋଗର ଆଶ୍ରୟ ନିଅନ୍ତୁ। କଠିନ ପରିଶ୍ରମ କରି କାର୍ଯ୍ୟ କଲେ ମଧ୍ୟ ସଫଳତା ପାଇବେ ନାହିଁ। ମଧ୍ୟାହ୍ନ ପରେ ଆପଣଙ୍କର ଅସୁସ୍ଥ ଶରୀର ଧିରେ ଧିରେ ସୁସ୍ଥ ହେବ। ଆପଣଙ୍କ ଭାଙ୍ଗି ପଡିଥିବା ମନ ଓ ସାହାସ ପୁନର୍ବାର ଯୋଡି ହୋଇଯିବ ଏବଂ ଆପଣଙ୍କର ଆତ୍ମବିଶ୍ୱାସ ମଧ୍ୟ ଦୃଢ ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଓ ସମ୍ମାନ ମଧ୍ୟ ବୃଦ୍ଧି ପାଇବ। ବ୍ୟବସାୟୀମାନେ ସେମନଙ୍କର ବ୍ୟବସାୟରୁ ଯଥେଷ୍ଟ ଲାଭ ପାଇପାରନ୍ତି।

ସିଂହ: ଆଜି ଦିବସଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆଜି ଆପଣ ନିଜକୁ ବେଆଇନ ଓ ଅନୈତିକ କାର୍ଯ୍ୟକଳାପରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। ନଚେତ୍‍ ଅସୁବିଧାରେ ପଡିପାରନ୍ତି। ଆଜି ଆପଣ ନିଜ ଅଫିସରେ ମନ ଲଗାଇ କାମ କରନ୍ତୁ ଏବଂ ପ୍ରତି ଘଣ୍ଟାରେ ଆପଣଙ୍କ ପାଖକୁ ଅଜସ୍ର କାମ ଆସିପାରେ। ତେଣୁ ଆପଣ ମଝିରେ ମଝିରେ ବିଶ୍ରାମ ନିଅନ୍ତୁ। ନଚେତ୍‍ ଏପରି ଅନବରତ କାର୍ଯ୍ୟରେ ମନନିବେଶ କଲେ ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ। ଅପ୍ରତ୍ୟାଶିତ ଭାବରେ ଅର୍ଥଲାଭ ହୋଇପାରେ। ନିଜର ପ୍ରତିଦ୍ୱନ୍ଦୀଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁ ନାହିଁ। ଆପଣ ନିଜର କ୍ରୋଧ ସମ୍ଵରଣ ନକଲେ ଦିବସଟିର ମାଧୁର୍ଯ୍ୟ ନଷ୍ଟ ହୋଇଯିବ। ସବୁବେଳେ ନମ୍ର ଓ ଶାନ୍ତ ରୁହନ୍ତୁ।

କନ୍ୟା: ଆପଣଙ୍କ ବନ୍ଧୁଙ୍କ ସହ ସକାଳଟି ଆନନ୍ଦମୟ ଏବଂ ଖୁସିବାସିରେ ଯିବ। ଆଜି ମଉଜ ମଜଲିସ୍‌ କରିପାରନ୍ତି। ଆପଣଙ୍କ ବିଜିନେସ୍‌ ପାର୍ଟନରଙ୍କ ସହ ଅତି ଉତ୍ତମ ଭାବରେ ମଜା ନେଇପାରନ୍ତି । ହଠାତ୍‌ ଆପଣଙ୍କ ଶରୀର କ୍ଷୀଣ ହୋଇଯିବ ଏବଂ ଏହାକୁ ଠିକ୍‌ କରିବାରେ ବହୁତ ପଇସା ଖର୍ଚ୍ଚ ହୋଇପାରେ ।

ତୁଳା: ଆଜି ଆପଣ ଲକ୍ଷ୍ୟ, ଏକାଗ୍ରତା ଏବଂ ଆତ୍ମବିଶ୍ୱାସ ସାହାଯ୍ୟରେ କାର୍ଯ୍ୟକୁ ପୁରା କରନ୍ତୁ। ପାରିବାରିକ ଜୀବନ ସୁଖି ଏବଂ ଶାନ୍ତିମୟ ରହିବ। ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଠିକ୍‌ ରହିବ। ଆପଣଙ୍କ ମନର ହଠାତ୍‌ ପରିବର୍ତ୍ତନ ନିୟନ୍ତ୍ରଣ ମଧ୍ୟରେ ରଖନ୍ତୁ। ଦିନର ଶେଷରେ ବନ୍ଧୁମାନଙ୍କ ସହ ବାହାରକୁ ଯିବା କିମ୍ବା ସିନେମା ଦେଖିଯିବା ହେଉଛି ଏକ ଉତ୍ତମ ଭାବନା।

ବିଛା: ଆପଣ ଆଜି ଅତ୍ୟନ୍ତ ଭାବବିହ୍ୱଳ ହୋଇପାରନ୍ତି । ମାନସିକ ସନ୍ତୁଳନକୁ ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅଧିକା ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ । ଛାତ୍ରମାନେ ସେମାନଙ୍କ ପାଠପଢାରେ ଅତି ଉତ୍ତମ ଫଳାଫଳ ନେଇ ବାହାରିବେ ଏବଂ ସେମାନଙ୍କ କ୍ୟାରିଅର୍‌ରେ ଅତି ଉତ୍ତମ ପରିବର୍ତ୍ତନ ଆଣିବାରେ ସକ୍ଷମ ହେବେ । ଆପଣଙ୍କର ସୃଜନାତ୍ମକ କାର୍ଯ୍ୟକଳାପ ପ୍ରବାହିତ ହେବ ।

ଧନୁ: ଆପଣ ଘରେ ସୁଖ ଏବଂ ଶାନ୍ତି ବଜାୟ ରଖିବେ। ଘରର ପରିବେଶ ପରିସ୍ଥିତି ପ୍ରତିକୂଳ କୌଣସି କାମ ଆପଣ କରିବେ ନାହିଁ । ଆପଣଙ୍କ ମାଆଙ୍କ ଦେହ ଅସୁସ୍ଥ ହୋଇପାରେ। ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଉଛି । ଆପଣଙ୍କର ଆର୍ଥିକ ଏବଂ ସାମାଜିକ ପରିସ୍ଥିତି ପ୍ରତିକୂଳ ଭାବରେ ପ୍ରଭାବ ପକାଇବ। ତେଣୁ ସତର୍କ ରୁହନ୍ତୁ ।

ମକର: ଆଜି ଆପଣ କୌଣସି ଜିନିଷରେ ଲକ୍ଷ୍ୟ ଏବଂ ଏକାଗ୍ରତା ରଖିବେ । ଆଜି କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆପଣ ବନ୍ଧୁ, ଭାଇ ଭଉଣୀମାନଙ୍କ ସହ ଏକାଠି ହୋଇପାରିବେ । ଆପଣ ସହରର ସୀମାରେ ଏକ ବହୁତ ବଡ ଦୃଶ୍ୟମୟ ସ୍ଥାନ ଭ୍ରମଣରେ ଯାଇପାରନ୍ତି । ଏହା ଆପଣଙ୍କ ସାନ ଭାଇ ଭଉଣୀମାନଙ୍କୁ ନିକଟତର କରିବ ।

କୁମ୍ଭ: ଆଜି ସାବଧାନତାର ସହ ବ୍ଯାୟାମ କରନ୍ତୁ। ଆପଣଙ୍କର ରାଗ ମନୋଭାବ ଏବଂ ପ୍ରତିକୂଳ ଭାବନା ଦିନଟିକୁ କଠିନ କରିପାରେ । ସୁନିଶ୍ଚିତ ହୁଅନ୍ତୁ ଯେ ସେମାନେ ଆପଣଙ୍କର କିଛି କ୍ଷତି କରିବେ ନାହିଁ । ଆଜି ଯାହା ଖାଉଛନ୍ତି ସେଥିପ୍ରତି ସଜାଗ ରହିବେ । ଅସୁସ୍ଥକର ଖାଦ୍ୟ ଆପଣଙ୍କ ଶରୀରକୁ ଖରାପ କରିପାରେ। ଆପଣଙ୍କର ସୃଜନଶୀଳ କାର୍ଯ୍ୟକଳାପ ଆଡକୁ ଗତି ଆପଣଙ୍କ ନାମ ଏବଂ ଯଶ ବଢାଇବ। ଦିନଟିକୁ ଅଧିକରୁ ଅଧିକ ଖୁସିବାସିରେ ପରିପୂର୍ଣ୍ଣ କରନ୍ତୁ।

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ। ଆପଣଙ୍କ ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ହେବ। ମାତ୍ର ଆପଣ ନିଜର ଉତ୍ତେଜନା ଏବଂ ତିକ୍ତ ବାର୍ତ୍ତାଳାପକୁ ନିଜର ଆୟତ୍ତରେ ନରଖିଲେ ଅପରାହ୍ନରେ ପାରିବାରିକ ଜୀବନରେ ଅଶାନ୍ତି ସୃଷ୍ଟି ହେବ। ତେଣୁ ପରିବାରର ସଦସ୍ୟଙ୍କ ସହ ଆଦୌ ଯୁକ୍ତିତର୍କ କରନ୍ତୁ ନାହିଁ। ଆଜି ଆପଣ ନୂତନ ଯୋଜନାର କାର୍ଯ୍ୟକାରୀ ଚାହୁଁଥିଲେ ତୁରନ୍ତ ଏହାର ଶୁଭାରମ୍ଭ କରନ୍ତୁ। ଆଜିର ଦିବସଟି ଏଥିପାଇଁ ସର୍ବୋତ୍କୃଷ୍ଟ ଅଟେ। ଜଗି ରଖି ଖାଦ୍ୟ ଖାଆନ୍ତୁ, କାରଣ ରୋଗ ସଂକ୍ରମଣର ଆଶଙ୍କା ଅଛି। ଆପଣଙ୍କ ମନରୁ ଦୁଃଶ୍ଚିନ୍ତାକୁ ଦୂର କରନ୍ତୁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.