ETV Bharat / state

ମୋବାଇଲ ଛିନତାଇ ଓ ଡକାୟତି ମାମଲାରେ ୨ ଗିରଫ - two arrested in mobile snatching

ରାଉରକେଲା ସହରର ବିଭିନ୍ନ ଥାନା ଅଞ୍ଚଳରେ ମୋବାଇଲ ଛିନତାଇ କରି ଆତଙ୍କ ଖେଳାଇ ଆସିଥିବା ଦୁଇ ଅଭିଯୁକ୍ତକୁ ସେକ୍ଟର-19 ପୋଲିସ ଆଜି(ଗୁରୁବାର) ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

ମୋବାଇଲ ଛିନତାଇ ଓ ଡକାୟତି ମାମଲରେ ୨ ଗିରଫ
ମୋବାଇଲ ଛିନତାଇ ଓ ଡକାୟତି ମାମଲରେ ୨ ଗିରଫ
author img

By

Published : Jun 17, 2021, 10:45 PM IST

ସୁନ୍ଦରଗଡ: ରାଉରକେଲା ସହରର ବିଭିନ୍ନ ଥାନା ଅଞ୍ଚଳରେ ମୋବାଇଲ ଛିନତାଇ କରି ଆତଙ୍କ ଖେଳାଇ ଆସିଥିବା ଦୁଇ ଅଭିଯୁକ୍ତକୁ ସେକ୍ଟର-19 ପୋଲିସ ଆଜି(ଗୁରୁବାର) ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହ ସେମାନଙ୍କ ନିକଟରୁ ୧୪ଟି ମୋବାଇଲ ଫୋନ, ଗୋଟିଏ ବାଇକ ଓ ନଗଦ ୪୦୦୦ ଟଙ୍କା ଜବତ କରିଛି ।

ମୋବାଇଲ ଛିନତାଇ ଓ ଡକାୟତି ମାମଲରେ ୨ ଗିରଫ

ରାଉରକେଲା ସେକ୍ଟର-୧୯, ସେକ୍ଟର- ୧୫, ସେକ୍ଟର- ୩ ଓ ଝିରପାଣି ଅଞ୍ଚଳରୁ ଏମାନେ ଛିନତାଇ କରୁଥିଲେ ବୋଲି ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ଗିରଫ ଦୁଇ ଅଭିଯୁକ୍ତ ହେଲେ ସନ୍ନି ମଲକାର (୨୦) ଓ କୁନାଲ ଓରଫ ହରିଶ କାଠୋର(୨୧) । ଏମାନଙ୍କ ଘର ରାଉରକେଲାର ମଧୁସୂଦନପାଲି ଓ ଘୋପବନ୍ଧୁପାଲି ବୋଲି ପୋଲିସ କହିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.